ଓଟିଭି ବିତର୍କ ଭିତ୍ତିକ କାର୍ଯ୍ୟକ୍ରମକୁ ବିଜେଡିର ବୟକଟ ପ୍ରସଙ୍ଗରେ ସାଂସଦ ବୈଜୟନ୍ତ ପଣ୍ଡା ଟ୍ୱିଟ୍‌ କରି କହିଲେ- ସମସ୍ତଙ୍କୁ ପ୍ରତିକ୍ରିୟା ଓ ସ୍ପଷ୍ଟୀକରଣ ଦେବାକୁ ଓଟିଭି ଯଥେଷ୍ଟ ସୁଯୋଗ ଦେଇ ଆସିଛି; ପାଣ୍ଡିଆନଙ୍କ ପ୍ରତି ଅଭିଯୋଗ ନଉଠିବା ପର୍ଯ୍ୟନ୍ତ ବିଜେଡିର ସମସ୍ୟା ନଥିଲା, ବିତର୍କକୁ ବର୍ଜନ ନକରି ଅଭିଯୋଗକୁ ସ୍ପଷ୍ଟ କରିବାକୁ ପରାମର୍ଶ ଦେଲେ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।