ଦାମୋଦର ରାଉତଙ୍କ ମୁହଁରେ ଲଗାମ ଦେବାକୁ BJD ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖରେ ଫେରାଦ ହେଲେ ଜଗତସିଂହପୁର ଜିଲ୍ଲା ସଭାପତି ବିଷ୍ଣୁ ଦାସ ଓ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି: କଂଗ୍ରେସ, ବିଜେପି ନେତାଙ୍କ ସହ ମିଶି ବିରୋଧୀ ମନ୍ତବ୍ୟ ଦେଉଥିବାରୁ ଦାମଙ୍କୁ ଦଳରୁ ବହିଷ୍କାର ପାଇଁ ଦାବି କଲେ ବିଷ୍ଣୁ ଦାସ