ପୁରୀରୁ ନବକଳେବର ଆରମ୍ଭ ନେଇ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ଚାଲେଞ୍ଜ କଲେ ମନ୍ତ୍ରୀ ମହେଶ୍ୱର ମହାନ୍ତି,କହିଲେ- ନବକଳେବର ୧୮ ବର୍ଷରେ ହୁଏ,ଏବେ କେମିତି ହେବ