ମିଶନ ୧୨୦+ କୁ ନେଇ ବଲାଙ୍ଗିର ଯୁବ ସମାବେଶରେ ଅମିତ ଶାହା କହିଲେ- ଗତକାଲି ୧୨୦ କଥା କହି ନଥିବାରୁ ବିଭିନ୍ନ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି; ୧୨୦ କଥା କହି ନଥିଲି, କାରଣ ତାଠାରୁ ଅଧିକ ହେବ ଦିଶୁଛି