ଚିଲିକାରେ ପ୍ରସ୍ତାବିତ ସି ଏରୋଡ୍ରମକୁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ବିରୋଧ: ସି ଏରୋଡ୍ରମ ହେଲେ ବିଦେଶାଗତ ପକ୍ଷୀ, ଡଲଫିନ ପ୍ରଭାବିତ ହେବେ ଓ ଚିଲିକା ଉପରେ ନିର୍ଭର କରୁଥିବା ୨ ଲକ୍ଷ ମତ୍ସ୍ୟଜୀବୀ ଜୀବିକା ହରାଇବେ