ଓଟିଭି ବିତର୍କ ଭିତ୍ତିକ କାର୍ଯ୍ୟକ୍ରମକୁ ବିଜେଡିର ବୟକଟ ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ କହିଲେ- ନବୀନଙ୍କୁ ଭୁଲ୍ ପରାମର୍ଶ ଦିଆଯାଉଛି; ନବୀନ ଏସବୁ ନିଜେ ବୁଝିବା ଦରକାର, ଗଣମାଧ୍ୟମର କଣ୍ଠରୋଧ କରାନଯାଉ