ଯୁବ କଂଗ୍ରେସ କର୍ମୀଙ୍କୁ ପୋଲିସ ଗିରଫ କରିବା ଘଟଣା ଉପରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଲେ- ସମାନ ପ୍ରସଙ୍ଗରେ ବିକ୍ଷୋଭ କରୁଥିବା ବିଜେଡି କର୍ମୀ ଗିରଫ ହୋଇ ନଥିଲେ, କଂଗ୍ରେସ କର୍ମୀଙ୍କୁ ପୋଲିସ ଉଦ୍ଦେଶ୍ୟମୂଳକ ଭାବେ ଗିରଫ କରିଛି