କଟକ: ଓକିଲଙ୍କୁ ପୁଲିସର ମାଡ଼ ଅଭିଯୋଗ ମାମଲାରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିବ ହାଇକୋର୍ଟ ଓକିଲ ସଂଘ, ସାଧାରଣ ପରିଷଦ ବୈଠକରେ ଆସୋସିଏସନ୍‌ର ନିଷ୍ପତ୍ତି; ଶନିବାର ସମସ୍ତ ବାର୍‌ ଆସୋସିଏସନ୍‌ ପ୍ରତିନିଧିଙ୍କ ସହ ବୈଠକରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିଆଯିବ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।