ଉତ୍ତର ଓଡ଼ିଶାରେ ଭୂକଂପ ଝଟ୍‌କା ଅନୁଭୂତ: ଆନନ୍ଦପୁର, ବାରିପଦାରେ କିଛି ସେକେଣ୍ଡ ପାଇଁ ଝଟ୍‌କା ଅନୁଭୂତ, ଭୟରେ ଘରୁ ପଦାକୁ ପଳାଇ ଆସିଲେ ଲୋକେ