ଜୟପୁର:ସିମିଳିଗୁଡ଼ା ଥାନା ମାଳିଡଲିଆମ୍ବ ନିକଟ ଏନ୍ଏଚ୍-୨୬ରେ କାର-ଟ୍ରକ୍ ମୁହାଁ ମୁହିଁ ଧକ୍କା ; ଜଣେ ମୃତ, ୫ ଗୁରୁତର, ବିଶାଖାପାଟଣାରୁ ବାହାଘର ସାରି ମାଥିଲି ଫେରୁଥିଲେ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।