ଖୋର୍ଦ୍ଧା: ନିରାକାରପୁର ଅଞ୍ଚଳରେ ଦୁର୍ଦ୍ଦାନ୍ତ ଅପରାଧୀ ଫିରୋଜ୍ ଖାଁକୁ ଏନ୍‌କାଉଣ୍ଟର,ତାର ବାମ ଆଣ୍ଠୁ ଓ ପାଦରେ ଗୁଳି ବାଜିଛି, ଭୁବନେଶ୍ୱର ସ୍ଥାନାନ୍ତର, ତା’ ନାଁରେ ୪୦ରୁ ଅଧିକ ଅପରାଧିକ ମାମଲା ରହିଛି

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।