ଖୋର୍ଦ୍ଧା: ବାପା ଋଣ ଶୁଝି ନଥିବାରୁ ବାଣପୁର ଥାନା ଝିଆଙ୍କ ସାହିରେ ଶିଶୁକନ୍ୟା ଅଙ୍ଗନବାଡ଼ି ଯାଉଥିବା ବେଳେ ଅପହରଣ କରି ନେଲେ ମହିଳା, ସଂପର୍କୀୟ ଋଣ ବାବଦରେ ୧୫ ହଜାର ଶୁଝିବା ପରେ ମୁକୁଳିଲା ଶିଶୁ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।