ମାଲକାନଗିରି: ପଚରାଉଚରା ପରେ ମାଥିଲି ମହୁପଦର ଗାଁର ୬ ଜଣଙ୍କୁ ଛାଡ଼ିଲା ଛତିଶଗଡ଼ ପୋଲିସ୍‌, ମାଓ ସମ୍ପୃକ୍ତି ନେଇ ଗତ ୨୧ ତାରିଖରେ ଉଠାଇ ନେଇଥିଲା