ନୟାଗଡ଼: ସାରଙ୍ଗଧରପୁର ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍ ଘଟଣା; ବ୍ୟାଙ୍କ ଆଗରେ ଶହ ଶହ ଗ୍ରାହକଙ୍କ ହୋହଲ୍ଲା, ଟଙ୍କା ଓ ସୁନା ଫେରାଇବାକୁ ଦାବି, କାଲି ବ୍ୟାଙ୍କରୁ ୮୦ ହଜାର ଟଙ୍କା ଓ ବିପୁଳ ସୁନା ଲୁଟ୍ ହୋଇଥିଲା