ପୋଲିସ ଗୁଳିରେ ମାଓବାଦୀ ମୃତାହତ ଘଟଣା; ଏବେବି କେତେକ ମାଓବାଦୀ ଆହତ ହୋଇ ବୁଲୁଛନ୍ତି, ନିକଟସ୍ଥ ଥାନାରେ ଜଣାଇଲେ ଚିକିତ୍ସା ଲାଗି ବ୍ୟବସ୍ଥା କରାଯିବ ବୋଲି କହିଲେ କୋରାପୁଟ ଏସ୍‌ପି, ଗତ ମାର୍ଚ୍ଚ ୨୫ରେ ହୋଇଥିଲା ଏନ୍‌କାଉଣ୍ଟର