ପୁରୀ: ଚନ୍ଦନପୁର ନିକଟରେ ବାଜପେୟୀଙ୍କ ଚିତାଭସ୍ମ ଶୋଭାଯାତ୍ରା ଉପରକୁ ବିଜୁ ଯୁବ ବାହିନୀର ଜଣେ କର୍ମୀ ଅଣ୍ଡା ଫିଙ୍ଗିଥିବା ଅଭିଯୋଗ କଲେ ଭୃଗୁ ବକ୍ସିପାତ୍ର, ପ୍ରଭାତୀ ପରିଡ଼ା; ଏନେଇ ସେମାନେ ଚନ୍ଦନପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।