ସୋର: ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦେଢ଼ ଲକ୍ଷ ମୂଲ୍ୟର ୨ ହଜାର ଟଙ୍କିଆ ଜାଲ୍ ନୋଟ୍ ଜବତ କଲା ସିମୁଳିଆ ପୋଲିସ୍; ଗୋଟିଏ କାର, ଗୋଟିଏ ବାଇକ୍ ସହ ମୋଟ ୫ ଜଣ ଗିରଫ