ଭୁବନେଶ୍ୱରରୁ ବେଙ୍ଗାଲୁରୁ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍, ୧୫ ତାରିଖ ସକାଳ ୭.୫୦ରେ ଛାଡ଼ିବ ଭୁବନେଶ୍ୱର, ୧୬ ତାରିଖ ପୂର୍ବାହ୍ନ ୧୧.୪୦ରେ ପହଞ୍ଚିବ ବେଙ୍ଗାଲୁରୁ