ବିଜୁ ଏକ୍ସପ୍ରେସ୍‌ ୱେରେ ଟୋଲ୍‌ ଆଦାୟକୁ ବିରୋଧ କରି ସୁନ୍ଦରଗଡ଼ ନାଗରିକ କମିଟି ପକ୍ଷରୁ ୧୨ ଘଣ୍ଟିଆ ସୁନ୍ଦରଗଡ଼ ସହର ବନ୍ଦ ଡାକରା; ଦୋକାନ ବଜାର, ଗାଡି ମୋଟର ଚଳଚଳା ବନ୍ଦ, ସୁନ୍ଦରଗଡ଼ରୁ ଏମ୍‌ସିଏଲ୍‌, ରାଉରକେଲା ଓ ଝାରସୁଗୁଡ଼ାକୁ ଯାଉନି ଗାଡ଼ି

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।