ଆଜି ୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି: ଟିଟିଲାଗଡ଼ରେ ୪୨.୫ ଡିଗ୍ରୀ, ସୋନପୁରରେ ୪୨.୪, ବଲାଙ୍ଗିରରେ ୪୨, ମାଲକାନଗିରିରେ ୪୦.୬, ଭବାନୀପାଟଣାରେ ୪୦.୫, ଭୁବନେଶ୍ୱରରେ ୩୭ ଏବଂ କଟକରେ ୩୫.୫ ଡିଗ୍ରୀ