ଉତ୍କଳ ଦିବସ ପାଳନରେ ରାଜନୀତି ଗନ୍ଧ, କୋଣାର୍କ କାର୍ଯ୍ୟକ୍ରମକୁ ତାଚ୍ଛଲ୍ୟ କଲେ ପ୍ରସାଦ ହରିଚନ୍ଦନ, କହିଲେ UPA ସରକାର ବେଳେ କୋଣାର୍କ ପାଇଁ ଅନୁଦାନ ଘୋଷଣା ହୋଇଥିଲା ଏଣେ BJDର କାର୍ଯ୍ୟକ୍ରମ ଖାଲି ଭୋଟ୍‌ ପାଇଁ