ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜିରେ ନକଲି ସରକାରୀ ଦଲିଲ ଓ ଦସ୍ତାବିଜ୍ ପ୍ରସ୍ତୁତ କରୁଥିବା ଦାୱେ ଫଟୋ ଷ୍ଟୁଡିଓରେ ଏସପିଙ୍କ ଚଢ଼ାଉ; ସଞ୍ଜୟ ଦାୱେ ଓ ନୀଲେଶ ଦାୱେ ଗିରଫ