ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତରଭା ସେବା ସମବାୟ ସମିତି ସୁପରଭାଇଜର ଉପେନ୍ଦ୍ର ମେହେରଙ୍କ ତରଭାର ୨ଟି ଘର ଓ ସମ୍ବଲପୁରର ଗୋଟିଏ ଘରେ ଭିଜିଲାନ୍ସ ଚଢ଼ାଉ