Advertisment

୧୫ଟି କ୍ଷେତ୍ରରେ ବୈଦେଶିକ ପୁଞ୍ଜି ନିବେଶ ନୀତିରେ ଥିବା ନିୟମ ସରଳ ହେଲା

ନୂଆଦିଲ୍ଲୀ: ମୋଦି ସରକାର ଆଜି ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜି ନିବେଶ ନୀତିରେ ବ୍ୟାପକ ପରିବର୍ତ୍ତନ କରିଛନ୍ତି। ପ୍ରାୟ ୧୫ଟି କ୍ଷେତ୍ରରେ ସରକାର ପୁଞ୍ଜି ନିବେଶ ନୀତିରେ ଥିବା ନିୟମକୁ ସରଳ କରିଛନ୍ତି। ଏଥି ମଧ୍ୟରେ କୃଷି, ନିର୍ମାଣ, ରିଟେଲ, ବ୍ୟାଙ୍କିଙ୍ଗ, ନାଗରିକ ଉଡ଼ାଣ, ପ୍ରତିରକ୍ଷା ଓ ପ୍ରସାରଣ ଆଦି କ୍ଷେତ୍ର ପ୍ରମୁଖ ରହିଛି। ଘରୋଇ ବ୍ୟାଙ୍କ କ୍ଷେତ୍ରରେ ୭୪ ପ୍ରତିଶତ ଓ ଅଣ ନ୍ୟୁଜ ଚ୍ୟାନେଲରେ ୧୦୦ ପ୍ରତିଶତ ବୈଦେଶିକ ପୁଞ୍ଜି ନିବେଶକୁ ସରକାର ଅନୁମତି ଦେଇଛନ୍ତି। […]

ଚେନ୍ନାଇର ବନ୍ୟାସ୍ଥିତି ଅନୁଧ୍ୟାନ କଲେ ପ୍ରଧାନମନ୍ତ୍ରୀ, ଆଉ ହଜାରେ କୋଟି ଟଙ୍କାର ସହାୟତା ଘୋଷଣା

modi-5

Advertisment

ନୂଆଦିଲ୍ଲୀ: ମୋଦି ସରକାର ଆଜି ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜି ନିବେଶ ନୀତିରେ ବ୍ୟାପକ ପରିବର୍ତ୍ତନ କରିଛନ୍ତି। ପ୍ରାୟ ୧୫ଟି କ୍ଷେତ୍ରରେ ସରକାର ପୁଞ୍ଜି ନିବେଶ ନୀତିରେ ଥିବା ନିୟମକୁ ସରଳ କରିଛନ୍ତି। ଏଥି ମଧ୍ୟରେ କୃଷି, ନିର୍ମାଣ, ରିଟେଲ, ବ୍ୟାଙ୍କିଙ୍ଗ, ନାଗରିକ ଉଡ଼ାଣ, ପ୍ରତିରକ୍ଷା ଓ ପ୍ରସାରଣ ଆଦି କ୍ଷେତ୍ର ପ୍ରମୁଖ ରହିଛି। ଘରୋଇ ବ୍ୟାଙ୍କ କ୍ଷେତ୍ରରେ ୭୪ ପ୍ରତିଶତ ଓ ଅଣ ନ୍ୟୁଜ ଚ୍ୟାନେଲରେ ୧୦୦ ପ୍ରତିଶତ ବୈଦେଶିକ ପୁଞ୍ଜି ନିବେଶକୁ ସରକାର ଅନୁମତି ଦେଇଛନ୍ତି। ସେହିପରି ମାଇନିଂ କ୍ଷେତ୍ରରେ ମଧ୍ୟ ନିବେଶ ନେଇ ସରକାର ନିୟମ କୋହଳ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe