ନୂଆଦିଲ୍ଲୀ: ଦୁଇ ଚକିଆ ଯାନ ତିଆରି କରୁଥିବା ବିଶ୍ୱର ସବୁଠାରୁ ବଡ଼ କଂପାନୀ ହୀରୋ ଚଳିତ ବର୍ଷ ବି ବଜାରକୁ ନୂଆ ମଡେଲର ଦୁଇ ଚକିଆ ଯାନ ଛାଡ଼ିବାକୁ ପ୍ରସ୍ତୁତି କରୁଛି। କଂପାନୀ ଚଳିତ ବର୍ଷ ୨୫୦ ସିସିରୁ ଆରମ୍ଭ କରି ୬୦୦ ସିସି ପର୍ଯ୍ୟନ୍ତ ବାଇକ୍ ବଜାରକୁ ଛାଡ଼ିବା ପାଇଁ ପ୍ରସ୍ତୁତି ଶେଷ କରି ସାରିଛି। ତେବେ ସ୍କୁଟର ବଜାରକୁ ବି ନିଜ ସ୍ଥିତିକୁ ଦୃଢ଼ କରିବା ପାଇଁ ଅଣ୍ଟା ଭିଡ଼ିଛି କଂପାନୀ। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଯାଇଛି। ଏକା ଥରକେ ଚାରୋଟି ମଡେଲର ସ୍କୁଟରର ବଜାର ପ୍ରବେଶ କରାଇବ କଂପାନୀ। ଏହି ସ୍କୁଟର ଗୁଡ଼ିକର ନାଁ ହେଉଛି ହୀରୋ ଡୈଶ୍, ଡେୟର, ଜେଡ୍ଆଇଆର୍ ଓ ଲୀପ। ୧୧୦ ସିସି ସେଗମେଣ୍ଟରେ ହୀରୋ ଡୈଶ୍ ହେଉଛି କଂପାନୀ ଦ୍ୱିତୀୟ ମଡେଲ। ୨୦୧୫ ମେ’ମାସରେ ଏହାକୁ ବଜାରକୁ ଛାଡ଼ିବ କଂପାନୀ। ୧୨୫ ସିସି ବିଶିଷ୍ଟ ହୀରୋ ଡେୟରକୁ କଂପାନୀ ରଜ ପରେ ଛାଡ଼ିବ । ସେହିପରି ୧୫୦ ସିସି ବିଶିଷ୍ଟ ହୀରୋ ଜେଡ୍ଆଇଆରର ବଜାର ପ୍ରବେଶ ଦଶହରା ପାଖାପାଖି ହେବ। ବର୍ଷର ଶେଷ ଭାଗରେ ୧୨୪ ସିସିର ହୀରୋ ଲୀପକୁ ବଜାରକୁ ଛାଡ଼ିବାକୁ ଲକ୍ଷ୍ୟ ରଖିଛି କଂପାନୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Business
ପିଏମ୍ ସୂର୍ଯ୍ୟ ଘର ଯୋଜନା: ଓଡ଼ିଶାରେ ୪ଟି ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ କରିବ ଟାଟା ପାୱାର, ନିଜସ୍ୱ ସୋଲାର ମଡ୍ୟୁଲକୁ ପ୍ରାଥମିକତା
ରାଜ୍ୟରେ ଗ୍ରୀନ୍ ଏନର୍ଜିର ଉପଯୋଗ ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ଦକ୍ଷ ମାନବ ସମ୍ବଳ ବିକଶିତ କରିବା ପାଇଁ ଟାଟା ପାୱାର ପକ୍ଷରୁ ରାଜ୍ୟରେ ୪ଟି ଦକ୍ଷତା ବିକାଶ କେନ୍ଦ୍ର(ଟାଟା ପାୱାର ସ୍କିଲ ଡେଭଲପମେଂଟ ଇନଷ୍ଟିଚ୍ୟୁଟ) ନିର୍ମାଣ କରାଯାଉଛି । ଟାଟା ପାୱାର ନିଜର ସମସ୍ତ ୪ଟି ବଂଟନକାରୀ କମ୍ପାନୀ ଅଧୀନରେ ଗୋଟିଏ ଲେଖାଏଁ ଏହି କେନ୍ଦ୍ର ଖୋଲି ସୌରଶକ୍ତି ସ୍ଥାପନା, ପରିଚାଳନା ଓ ରକ୍ଷଣାବେକ୍ଷଣ ଆଦି କ୍ଷେତ୍ରରେ ଆସନ୍ତା ବର୍ଷକ ମଧ୍ୟରେ ୧୨ହଜାରରୁ ଅଧିକ ଲୋକଙ୍କୁ ତାଲିମ ଦେବାକୁ ଯୋଜନା କରିଛି ।

Business
ମହଙ୍ଗା ମାଡ଼ରୁ ମିଳିବ ଆଶ୍ୱସ୍ତି: ଶସ୍ତା ହେବ ଘିଅ, ସାବୁନ, କପଡ଼ା ସମେତ ଏହି ସବୁ ଜିନିଷ!
ବର୍ତ୍ତମାନ ୧୨% ଜିଏସ୍ଟି ସ୍ଲାବ ମଧ୍ୟରେ ଥିବା ଅଧିକାଂଶ ଦ୍ରବ୍ୟକୁ ସାଧାରଣ ଲୋକମାନେ ସେମାନଙ୍କ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଛନ୍ତି।

National
ଜିଏସଟି : ସଫଳତାର ୮ ବର୍ଷ
ମାତ୍ର ଆଠ ବର୍ଷ ମଧ୍ୟରେ, ଜିଏସଟି, ୧୭ଟି କର ଏବଂ ୧୩ଟି ସେସକୁ ଏକୀକୃତ କରି, ଏକ ସୁଗମ ଜାତୀୟ ବଜାର ସୃଷ୍ଟି କରିପାରିଛି, ସରଳୀକୃତ ଅନୁପାଳନ, ଡିଜିଟାଇଜଡ୍ କର ବ୍ୟବସ୍ଥା, କରଦାତା ଆଧାରକୁ ବିସ୍ତାର କରିଥିଲା ଏବଂ ସହଯୋଗମୂଳକ ସଂଘୀୟତାକୁ ସୁଦୃଢ଼ କରିଥିଲା।

Business
ରାଜ୍ୟରେ ପ୍ରଥମ କ୍ୟାପଟିଭ ଜେଟି: ଜଟାଧାର ମୁହାଣରେ ନିର୍ମାଣ ପାଇଁ ଜେଏସଡବ୍ଲ୍ୟୁ ସହ ଏମଓୟୁ
ଜଗତସିଂହପୁର ଜିଲ୍ଲା ଏରସମା ତହସିଲ ଅନ୍ତର୍ଗତ ଜଟାଧାର ମୁହାଣଠାରେ ଏକ କ୍ୟାପଟିଭ୍ ଜେଟି ନିର୍ମାଣ ପାଇଁ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ଲିମିଟେଡ୍ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ରିହାତି ଚୁକ୍ତିନାମା ସ୍ୱାକ୍ଷର(ଏମଓୟୁ) ହୋଇଛି ।

National
ସକ୍ଷମ ବ୍ୟବସାୟ, ସଶକ୍ତ ବିକାଶ
ଏହି ସଫଳତାଗୁଡ଼ିକ ଆକସ୍ମିକ ନୁହେଁ, ଏଗୁଡ଼ିକ ଢାଞ୍ଚାଗତ ସଂସ୍କାର, ଡିଜିଟାଇଜେସନ୍ ଏବଂ ଏକ ଉଦ୍ୟୋଗର ଚକ୍ରର ପ୍ରତ୍ୟେକ ପର୍ଯ୍ୟାୟରେ, ଅନ୍ତର୍ଭୁକ୍ତିକରଣ ଠାରୁ ପ୍ରସ୍ଥାନ ପର୍ଯ୍ୟନ୍ତ ବ୍ୟବସାୟିକ ସୁଗମତାକୁ ଉନ୍ନତ କରିବା ପାଇଁ ଏକ ନିରନ୍ତର ପ୍ରତିବଦ୍ଧତାର ଫଳାଫଳ।