ନୂଆଦିଲ୍ଲୀ: ଦୁଇ ଚକିଆ ଯାନ ତିଆରି କରୁଥିବା ବିଶ୍ୱର ସବୁଠାରୁ ବଡ଼ କଂପାନୀ ହୀରୋ ଚଳିତ ବର୍ଷ ବି ବଜାରକୁ ନୂଆ ମଡେଲର ଦୁଇ ଚକିଆ ଯାନ ଛାଡ଼ିବାକୁ ପ୍ରସ୍ତୁତି କରୁଛି। କଂପାନୀ ଚଳିତ ବର୍ଷ ୨୫୦ ସିସିରୁ ଆରମ୍ଭ କରି ୬୦୦ ସିସି ପର୍ଯ୍ୟନ୍ତ ବାଇକ୍ ବଜାରକୁ ଛାଡ଼ିବା ପାଇଁ ପ୍ରସ୍ତୁତି ଶେଷ କରି ସାରିଛି। ତେବେ ସ୍କୁଟର ବଜାରକୁ ବି ନିଜ ସ୍ଥିତିକୁ ଦୃଢ଼ କରିବା ପାଇଁ ଅଣ୍ଟା ଭିଡ଼ିଛି କଂପାନୀ। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଯାଇଛି। ଏକା ଥରକେ ଚାରୋଟି ମଡେଲର ସ୍କୁଟରର ବଜାର ପ୍ରବେଶ କରାଇବ କଂପାନୀ। ଏହି ସ୍କୁଟର ଗୁଡ଼ିକର ନାଁ ହେଉଛି ହୀରୋ ଡୈଶ୍, ଡେୟର, ଜେଡ୍ଆଇଆର୍ ଓ ଲୀପ। ୧୧୦ ସିସି ସେଗମେଣ୍ଟରେ ହୀରୋ ଡୈଶ୍ ହେଉଛି କଂପାନୀ ଦ୍ୱିତୀୟ ମଡେଲ। ୨୦୧୫ ମେ’ମାସରେ ଏହାକୁ ବଜାରକୁ ଛାଡ଼ିବ କଂପାନୀ। ୧୨୫ ସିସି ବିଶିଷ୍ଟ ହୀରୋ ଡେୟରକୁ କଂପାନୀ ରଜ ପରେ ଛାଡ଼ିବ । ସେହିପରି ୧୫୦ ସିସି ବିଶିଷ୍ଟ ହୀରୋ ଜେଡ୍ଆଇଆରର ବଜାର ପ୍ରବେଶ ଦଶହରା ପାଖାପାଖି ହେବ। ବର୍ଷର ଶେଷ ଭାଗରେ ୧୨୪ ସିସିର ହୀରୋ ଲୀପକୁ ବଜାରକୁ ଛାଡ଼ିବାକୁ ଲକ୍ଷ୍ୟ ରଖିଛି କଂପାନୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ରାଜ୍ୟ ବଜେଟ୍ ପ୍ରସ୍ତୁତି ପାଇଁ ସମସ୍ତଙ୍କ ମତାମତ ଲୋଡ଼ିଲା ଅର୍ଥ ବିଭାଗ
୨୦୨୫-୨୬ ଆର୍ଥିକ ବର୍ଷ ବଜେଟ୍ ପ୍ରସ୍ତୁତ ପାଇଁ ଅର୍ଥ ବିଭାଗ ଏକ ନିର୍ଦ୍ଦିଷ୍ଟ ଢାଂଚାରେ ଜନସାଧାରଣଙ୍କଠୁ ପରାମର୍ଶ ଆହ୍ୱାନ କରିଛନ୍ତି । ଯାହାକି ବଜେଟ୍ ଓଡ଼ିଶା ୱେବପୋର୍ଟାଲରେ ଉପଲବ୍ଧ ।
Business
ସୁଜୁକି ମୋଟର କର୍ପୋରେସନର ପୂର୍ବତନ ଅଧ୍ୟକ୍ଷ ଓସାମୁ ସୁଜୁକିଙ୍କ ପରଲୋକ
ଓସାମୁ ସୁଜୁକିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।
Business
୧୦.୫୦ ଲକ୍ଷ ଯାଏ ଆୟ କରୁଥିଲେ ଦେବାକୁ ପଡ଼ିପାରେ କମ ଟିକସ!
ଆସନ୍ତାବର୍ଷ ଫେବୃଆରୀ ୧ରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ ସଂସଦରେ ଉପସ୍ଥାପନ କରିବେ। ଏହି ସମୟରେ ନୂଆ ଟିକସ ବ୍ୟବସ୍ଥା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି।
Business
ଟାରିଫ୍ ନିୟମରେ ସଂଶୋଧନ, ଫେରିବ ୧୦ ଟଙ୍କିଆ ରିଚାର୍ଜ କୁପନ୍
ଟେଲିକମ୍ କମ୍ପାନୀମାନଙ୍କୁ ଅତି କମରେ ୧୦ ଟଙ୍କିଆ ଟପ୍ ଅପ୍ ରିଚାର୍ଜ ଭାଉଚର ରଖିବାକୁ ପଡ଼ିବ।
Business
ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ୯ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଗୋପାଳପୁରରେ ସ୍ୱତନ୍ତ୍ର ଅର୍ଥନୈତିକ କରିଡର ଏବଂ ଝାରସୁଗୁଡ଼ାରେ ଇଣ୍ଡଷ୍ଟ୍ରିଆଲ ଟାଉନଶିପ୍ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।