Advertisment

ଚଳିତ ମାସରୁ ଆରମ୍ଭ ହେବ ମ୍ୟାଗି ବିକ୍ରି

ନୂଆଦିଲ୍ଲୀ: ବିବାଦକୁ ଆସି ବକ୍ରି ବନ୍ଦ ହୋଇଯାଇଥିବା ମ୍ୟାଗି ପୁଣି ବଜାରରେ ମିଳିବ।ମ୍ୟାଗି ନୁଡୁଲ୍ସର ସାମ୍ପୁଲ ପରୀକ୍ଷା ପରେ ଏହାକୁ କ୍ଲିନଚିଟ ମିଳିଛି। ଚଳିତମାସ ଶେଷ ସପ୍ତାହ କିମ୍ବା ଆସନ୍ତା ମାସର ପ୍ରଥମ ସପ୍ତାହରୁ ବଜାରରେ ମ୍ୟାଗି ଉପଲବ୍ଧ ହେବ। ସରକାରଙ୍କ ୩ଟି ସ୍ୱୀକୃତୀପ୍ରାପ୍ତ ସାମ୍ପୁଲ ଟେଷ୍ଟ ସେଣ୍ଟରରେ ପରୀକ୍ଷା କରାଯିବା ପରେ ବମ୍ବେ ହାଇକୋର୍ଟଙ୍କ ନିକଟରେ ରିପୋର୍ଟ ଉପସ୍ଥାପନ କରାଯାଇଥିଲା।ସାମ୍ପୁଲରେ କ୍ଷତିକାରକ ଜିନିଷ ନ ଥିବା ରିପୋର୍ଟରେ କୋର୍ଟଙ୍କୁ କୁହାଯାଇଛି। ବଜାରକୁ ଆସିବାକୁ ଥିବା ମ୍ୟାଗି […]

ଅଦ୍ୟତନ ହୋଇଛି
ସ୍ନାପଡିଲରେ ୫ ମିନିଟରେ ବିକ୍ରି ହେଲା ୬୦ହଜାର ମ୍ୟାଗିକିଟ୍

maggi

Advertisment

ନୂଆଦିଲ୍ଲୀ: ବିବାଦକୁ ଆସି ବକ୍ରି ବନ୍ଦ ହୋଇଯାଇଥିବା ମ୍ୟାଗି ପୁଣି ବଜାରରେ ମିଳିବ।ମ୍ୟାଗି ନୁଡୁଲ୍ସର ସାମ୍ପୁଲ ପରୀକ୍ଷା ପରେ ଏହାକୁ କ୍ଲିନଚିଟ ମିଳିଛି। ଚଳିତମାସ ଶେଷ ସପ୍ତାହ କିମ୍ବା ଆସନ୍ତା ମାସର ପ୍ରଥମ ସପ୍ତାହରୁ ବଜାରରେ ମ୍ୟାଗି ଉପଲବ୍ଧ ହେବ। ସରକାରଙ୍କ ୩ଟି ସ୍ୱୀକୃତୀପ୍ରାପ୍ତ ସାମ୍ପୁଲ ଟେଷ୍ଟ ସେଣ୍ଟରରେ ପରୀକ୍ଷା କରାଯିବା ପରେ ବମ୍ବେ ହାଇକୋର୍ଟଙ୍କ ନିକଟରେ ରିପୋର୍ଟ ଉପସ୍ଥାପନ କରାଯାଇଥିଲା।ସାମ୍ପୁଲରେ କ୍ଷତିକାରକ ଜିନିଷ ନ ଥିବା ରିପୋର୍ଟରେ କୋର୍ଟଙ୍କୁ କୁହାଯାଇଛି। ବଜାରକୁ ଆସିବାକୁ ଥିବା ମ୍ୟାଗି ନୁଡୁଲ୍ସ କର୍ଣ୍ଣଟକର ନିଞ୍ଜାନଗଡ, ପଞ୍ଜାବର ମୋଗା ଓ ଗୋଆର ବିଚୋଲିମରୁ ଉତ୍ପାଦିତ ହୋଇଛି। ଏହା ଶୀଘ୍ର ବଜାରରେ ଉପଲବ୍ଧ ହେବ ବୋଲି ନେସଲେ ଇଣ୍ଡିଆର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe