Advertisment

ଆଳୁ ପରେ ବଢ଼ିଲା ପିଆଜ ଦର

ଆଳୁ ପରେ ଏବେ ଉପରମୁହାଁ ହେଲାଣି ପିଆଜ । ଦିନେ ଦୁଇ ଦିନ ଭିତରେ ପିଆଜ ଦର କିଲୋ ପ୍ରତି ବଢ଼ିଲାଣି ୧୦ ଟଙ୍କା ।

ଅଦ୍ୟତନ ହୋଇଛି
Advertisment

ଆଳୁ ପରେ ଏବେ ଉପରମୁହାଁ ହେଲାଣି ପିଆଜ । ଦିନେ ଦୁଇ ଦିନ ଭିତରେ ପିଆଜ ଦର କିଲୋ ପ୍ରତି ବଢ଼ିଲାଣି ୧୦ ଟଙ୍କା । ଏବେ ମାର୍କେଟରେ କିଲୋ ପ୍ରତି ପିଆଜ ୫୦ ଟଙ୍କାରେ ବିକ୍ରି ହେଉଛି। ଫଳରେ ଗ୍ରାହକଙ୍କ ମୁଣ୍ଡରେ ଚଡ଼କ ପଡ଼ିଲାଣି। ଏବେ ପରିବା ରେଟ୍‌ରେ ହାତ ମାରି ହେଉ ନ ଥିବା ବେଳେ ଆଳୁ, ପିଆଜ ରେଟ୍‌ ବି ଆକାଶଛୁଆଁ। ଦେଖନ୍ତୁ ପୂରା ରିପୋର୍ଟ ।  

Advertisment
Odisha Onion Rate Hike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe