Advertisment

ପୁଣି ଥରେ ତନିଷ୍କର ବିଜ୍ଞାପନକୁ ସୋଶାଲ ମିଡ଼ିଆରେ ବିରୋଧ

ନୂୂଆଦିଲ୍ଲୀ: ଦେଶର ଲୋକପ୍ରିୟ ଅଳଙ୍କାର ବ୍ରାଣ୍ଡ ତନିଷ୍କର ବିଜ୍ଞାପନକୁ ସୋଶାଲ ମିଡିଆରେ ବିରୋଧ। ଦିପାବଳୀ ବିଜ୍ଞାପନକୁ ନେଇ ଏଥର କିଛି ସୋଶାଲ ମିଡିଆ ୟୁଜର ବିରୋଧ କରିଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ସୋଶାଲ ମିଡିଆରେ ବିରୋଧ ହେବାରୁ ତନିଷ୍କ ତା’ର ଦିପାବଳୀ ବିଜ୍ଞାପନକୁ ପ୍ରତ୍ୟାହାର କରିବ ବୋଲି ଜଣାପଡ଼ିଛି। ବିଜ୍ଞାପନରେ ଅଭିନୟ କରିଥିବା ମଡେଲ ଜଣଙ୍କ କହିଛନ୍ତି, ସେ ଦୀପାବଳିରେ ବାଣ ଫୁଟାଇବା ପରିବର୍ତ୍ତେ ତାଙ୍କ ମା ସହିତ କିଛି ସମୟ ବିତାଇବାକୁ ଚାହାଁନ୍ତି। ଯାହାକୁ କିଛି […]

ଅଦ୍ୟତନ ହୋଇଛି
ପୁଣି ଥରେ ତନିଷ୍କର ବିଜ୍ଞାପନକୁ ସୋଶାଲ ମିଡ଼ିଆରେ ବିରୋଧ

TANISHQ

Advertisment

ନୂୂଆଦିଲ୍ଲୀ: ଦେଶର ଲୋକପ୍ରିୟ ଅଳଙ୍କାର ବ୍ରାଣ୍ଡ ତନିଷ୍କର ବିଜ୍ଞାପନକୁ ସୋଶାଲ ମିଡିଆରେ ବିରୋଧ। ଦିପାବଳୀ ବିଜ୍ଞାପନକୁ ନେଇ ଏଥର କିଛି ସୋଶାଲ ମିଡିଆ ୟୁଜର ବିରୋଧ କରିଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ସୋଶାଲ ମିଡିଆରେ ବିରୋଧ ହେବାରୁ ତନିଷ୍କ ତା'ର ଦିପାବଳୀ ବିଜ୍ଞାପନକୁ ପ୍ରତ୍ୟାହାର କରିବ ବୋଲି ଜଣାପଡ଼ିଛି। ବିଜ୍ଞାପନରେ ଅଭିନୟ କରିଥିବା ମଡେଲ ଜଣଙ୍କ କହିଛନ୍ତି, ସେ ଦୀପାବଳିରେ ବାଣ ଫୁଟାଇବା ପରିବର୍ତ୍ତେ ତାଙ୍କ ମା ସହିତ କିଛି ସମୟ ବିତାଇବାକୁ ଚାହାଁନ୍ତି। ଯାହାକୁ କିଛି ଲୋକ ବିରୋଧ କରୁଛନ୍ତି।

Advertisment

ବିରୋଧ ପଛର ମୁଖ୍ୟ କାରଣ ହେଲା ଦୀପାବଳି ଏବଂ ଦୀପାବଳି ପୂଜା ସମ୍ବନ୍ଧୀୟ ବିଜ୍ଞାପନରେ ଦୃଶ୍ୟମାନ ହେଉନାହିଁ। ଯାହାକୁ ନେଇ ସୋଶାଲ ମିଡିଆ ୟୁଜର ନିଜର ଅସନ୍ତୋଷ ଜାହିର କରିଛନ୍ତି। ଏହାପୂର୍ବରୁ, ତନିଷ୍କର ଏକ ବିଜ୍ଞାପନରେ ଦୁଇଟି ଧର୍ମ ହିନ୍ଦୁ-ମୁସଲମାନ ବିଷୟରେ କଥାବାର୍ତ୍ତା କିଛି ଲୋକ ପସନ୍ଦ କରିନଥିଲେ। ଲୋକେ ଏହାକୁ 'ଲଭ୍ ଜିହାଦ୍'ର ପ୍ରମୋଟର ବୋଲି କହିଥିଲେ।

https://twitter.com/CTRavi_BJP/status/1325429172722757634

ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠିଛି, ଏହା କେବଳ ହିନ୍ଦୁମାନଙ୍କୁ ଟାର୍ଗେଟ କରିବାର ଏକ ଉପାୟ କି? ଏ ବାବଦରେ କର୍ଣ୍ଣାଟକ ବିଧାୟକ ସିଟି ରବି ମଧ୍ୟ ବିରୋଧ କରିଛନ୍ତି।

Advertisment

https://twitter.com/Indumohan_j/status/1325733992872644614

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe