ଆମାଜନ୍‌ର ସର୍ବବୃହତ୍ ସେଲ୍, ଜାଣନ୍ତୁ କେବେ ଆଉ କେତେଦିନ

ସମସ୍ତ ଅପେକ୍ଷାର ଅନ୍ତ ଘଟାଇ ଶେଷରେ ପାର୍ବଣ ଋତୁର ପ୍ରାରମ୍ଭରେ ଆସିବାକୁ ଥିବା ଆମାଜନ୍‌ର ସର୍ବବୃହତ୍ ସେଲ ’ଦ ଗ୍ରେଟ୍ ଇଣ୍ଡିଆନ୍ ସେଲ୍’ର ତାରିଖ ଘୋଷଣା ହୋଇଛି। ପୂର୍ବରୁ ଆମାଜନ୍‌ର ପ୍ରତିଦ୍ୱନ୍ଦ୍ୱୀ ଫ୍ଲିପକାର୍ଟ ଏହାର ପାର୍ବଣ ସେଲ୍ ବିଗ୍ ବିଲିଅନ୍ ଡେ’ ଆସନ୍ତା ଅକ୍ଟୋବର ୧୦ରୁ ୧୪ ତାରିଖ ଯାଏ ଚାଲିବାନେଇ ଘୋଷଣା କରିବା ପରେ ଆମାଜନ୍ ସେହି ୧୦ ତାରିଖ ମଧ୍ୟରାତ୍ରିରେ ସେଲ୍ ଆରମ୍ଭ କରି ଗୋଟିଏ ଦିନ ଅଧିକ ଅର୍ଥତ୍ ୧୫ ତାରିଖଯାଏ ସେଲ୍ […]

maxresdefault-(1)

maxresdefault-(1)

Hemant Lenka
  • Published: Friday, 28 September 2018
  • Updated: 28 September 2018, 09:52 PM IST

Sports

Latest News

ସମସ୍ତ ଅପେକ୍ଷାର ଅନ୍ତ ଘଟାଇ ଶେଷରେ ପାର୍ବଣ ଋତୁର ପ୍ରାରମ୍ଭରେ ଆସିବାକୁ ଥିବା ଆମାଜନ୍‌ର ସର୍ବବୃହତ୍ ସେଲ ’ଦ ଗ୍ରେଟ୍ ଇଣ୍ଡିଆନ୍ ସେଲ୍’ର ତାରିଖ ଘୋଷଣା ହୋଇଛି। ପୂର୍ବରୁ ଆମାଜନ୍‌ର ପ୍ରତିଦ୍ୱନ୍ଦ୍ୱୀ ଫ୍ଲିପକାର୍ଟ ଏହାର ପାର୍ବଣ ସେଲ୍ ବିଗ୍ ବିଲିଅନ୍ ଡେ’ ଆସନ୍ତା ଅକ୍ଟୋବର ୧୦ରୁ ୧୪ ତାରିଖ ଯାଏ ଚାଲିବାନେଇ ଘୋଷଣା କରିବା ପରେ ଆମାଜନ୍ ସେହି ୧୦ ତାରିଖ ମଧ୍ୟରାତ୍ରିରେ ସେଲ୍ ଆରମ୍ଭ କରି ଗୋଟିଏ ଦିନ ଅଧିକ ଅର୍ଥତ୍ ୧୫ ତାରିଖଯାଏ ସେଲ୍ ଲଗାଇବ।

ଅନ୍‌ଲାଇନ୍ ଶପିଂ ପ୍ରେମୀମାନେ ଏହି ଦିନକୁ ଅପେକ୍ଷା କରିବାର ମୁଖ୍ୟ କାରଣ ହେଉଛି, ଏହି ସମୟରେ ବିଭିନ୍ନ ଦାମୀ ବ୍ରାଣ୍ଡର ଗ୍ୟାଜେଟ୍ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଉତ୍ପାଦର ମୂଲ୍ୟ ଆଶାତୀତ ଭାବେ ହ୍ରାସ ପାଇଯାଇଥାଏ।

ଏ ବର୍ଷର ଅଫର୍

ପରମ୍ପରା ଅନୁଯାୟୀ ଏଥିରେ ସ୍ମାର୍ଟଫୋନ୍, ଟିଭି, କିଚେନ୍ ପ୍ରଡକ୍ଟରେ ଆକର୍ଷଣୀୟ ଅଫର୍ ସହିତ ପ୍ରସାଧନ ସାମଗ୍ରୀ ଏବଂ ଅନ୍ୟାନ୍ୟ ଉତ୍ପାଦରେ ମଧ୍ୟ ଅଫର୍ ରହିବ। ସବୁ ବର୍ଷ ପରି ଏଥର ମଧ୍ୟ ଆମାଜନ୍ ପ୍ରାଇମ୍ ସଦସ୍ୟମାନେ ଡିଲ୍‌ସବୁର ଆଗୁଆ ଫାଇଦା ନେଇପାରିବେ। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର କ୍ରେଡିଟ୍ ଏବଂ ଡେବିଟ୍ କାର୍ଡଧାରୀମାନ ୧୦ ପ୍ରତିଶତର ତୁରନ୍ତ ରିହାତି ପାଇପାରିବେ।

ଏତଦ୍‌ବ୍ୟତୀତ ଆମାଜନ୍ ପେ ବାଲାନ୍ସ ଯୋଗେ ପେମେଣ୍ଟ କଲେ ୩୦୦ ଟଙ୍କାର କ୍ୟାଶ୍‌ବ୍ୟାକ୍ ପାଇପାରିବେ। ଏହି ୬ ଦିନିଆ ସେଲ୍‌ରେ ବଜାଜ୍ ଫାଇନାନ୍ସ ସମେତ ଆଇସିଆଇସିଆଇ, ଏଚ୍‌ଡିଏଫ୍‌ସି ଏବଂ ଆକ୍ସିସ୍‌ ବ୍ୟେଙ୍କର ଡେବିଟ୍‌ କାର୍ଡରେ ନୋ କଷ୍ଟ୍ ଇଏମ୍‌ଆଇ ସେବା ଉପଲବ୍ଧ ରହିବ।

କ୍ୟାମେରା ଏବଂ ଲ୍ୟାପ୍‌ଟପ୍‌ରେ ମଧ୍ୟ ମନଲାଖି ଅଫର୍‌ ମିଳିବାକୁ ଥ‍ଲାବେଳେ ନୋ କଷ୍ଟ୍ ଇଏମ୍‌ଆଇ ସହିତ ୪୮ ଘଣ୍ଟାରେ ଟିଭି ଇନ୍‌ଷ୍ଟଲେସନର ଅଫର୍ ରହିବ। ପ୍ରମୁଖ ପୋଷାକ ଉତ୍ପାଦରେ ୫୦ ପ୍ରତିଶତ ଯାଏ ରିହାତି ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story