Advertisment

ଏୟାର ପିୟୁରିଫାୟର ଆଣିଲା ଆମ୍‌ୱେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଦେଶର ପ୍ରମୁଖ ଏଫ୍‌ଏମ୍‌ସିଜି କମ୍ପାନୀ ଆମ୍‌ୱେ ତା’ର ଏକ ନୂଆ ଉତ୍ପାଦ ଏୟାର ପ୍ୟୁରିଫାୟରର ବଜାର ପ୍ରବେଶ କରାଇଛି।  କମ୍ପାନୀ ପ୍ରଥମ ଥର ପାଇଁ ଏଭଳି ଉତ୍ପାଦ ଆଣିଥିବା ବେଳେ କଞ୍ଜ୍ୟୁମର ଡ୍ୟୁରେବଲ୍ ସେଗ୍‌ମେଣ୍ଟରେ ସମ୍ପ୍ରସାରଣ କରିଛି ବୋଲି ଘୋଷଣା କରିଛି। ଏହି ନୂଆ ଗ୍ୟାଜେଟ୍‌ ଚାରିଚକିଆ ଯାନରେ ବ୍ୟବହାର କରାଯାଇ ପାରିବ ଏବଂ ଯାନକୁ ଧୂଳି ଓ ପ୍ରଦୂଷଣମୁକ୍ତ କରିପାରିବ। ଏ ସମ୍ପର୍କରେ କମ୍ପାନୀର ଚିଫ୍‌ ମାର୍କେଟିଂ ଅଫିସର୍ ସନ୍ଦୀପ ଶାହା କହିଛନ୍ତି, […]

ଏୟାର ପିୟୁରିଫାୟର ଆଣିଲା ଆମ୍‌ୱେ

new1

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଦେଶର ପ୍ରମୁଖ ଏଫ୍‌ଏମ୍‌ସିଜି କମ୍ପାନୀ ଆମ୍‌ୱେ ତା’ର ଏକ ନୂଆ ଉତ୍ପାଦ ଏୟାର ପ୍ୟୁରିଫାୟରର ବଜାର ପ୍ରବେଶ କରାଇଛି।  କମ୍ପାନୀ ପ୍ରଥମ ଥର ପାଇଁ ଏଭଳି ଉତ୍ପାଦ ଆଣିଥିବା ବେଳେ କଞ୍ଜ୍ୟୁମର ଡ୍ୟୁରେବଲ୍ ସେଗ୍‌ମେଣ୍ଟରେ ସମ୍ପ୍ରସାରଣ କରିଛି ବୋଲି ଘୋଷଣା କରିଛି। ଏହି ନୂଆ ଗ୍ୟାଜେଟ୍‌ ଚାରିଚକିଆ ଯାନରେ ବ୍ୟବହାର କରାଯାଇ ପାରିବ ଏବଂ ଯାନକୁ ଧୂଳି ଓ ପ୍ରଦୂଷଣମୁକ୍ତ କରିପାରିବ।

Advertisment

ଏ ସମ୍ପର୍କରେ କମ୍ପାନୀର ଚିଫ୍‌ ମାର୍କେଟିଂ ଅଫିସର୍ ସନ୍ଦୀପ ଶାହା କହିଛନ୍ତି, ବର୍ତ୍ତମାନ ପରିବେଶ ପ୍ରଦୂଷଣ ବଢ଼ୁଥିବା ବେଳେ ଯାନ ମଧ୍ୟ ପ୍ରଭାବିତ ହେଉଛି। ତେଣୁ ଏହି ଗ୍ୟାଜେଟ୍‌ ଏୟାରପ୍ୟୁରିଫାଇଂ ପାଇଁ ଉତ୍ତମ ବିକଳ୍ପ। ତେବେ ଏହାର ଦର କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇ ନଥିବା ବେଳେ ଖୁବ୍ ଶୀଘ୍ର ଏହା ଲୋକମାନଙ୍କ ପାଖରେ ଉପଲବ୍ଧ ହେବ ବୋଲି କମ୍ପାନୀ ଜଣାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe