Advertisment

ସୁଧୁରୁଛି ଦେଶର ଅର୍ଥନୀତିକ ଅଭିବୃଦ୍ଧି!

ନୂଆଦିଲ୍ଲୀ: ଦେଶର ଅର୍ଥନୀତିକ ସ୍ଥିତି ସୁଧୁରୁଛି। ତୃତୀୟ ଏବଂ ଚତୁର୍ଥ ତ୍ରୟମାସିକ ଅଭିବୃଦ୍ଧି ହାର ସକାରାତ୍ମକ ରହିବ। ପ୍ରସିଦ୍ଧ ଅର୍ଥନୀତି ବିଶାରଦ ଆଶିମ ଗୋଏଲ ରବିବାର ଏହା କହିଛନ୍ତି। କରୋନା ପାଇଁ ଦେଶ ଲକଡାଉନ୍ ରହିଥିଲା। ଏବେ ହଟିବା ପରେ ଧୀରେ ଧୀରେ ଅର୍ଥନୀତିକ ସ୍ଥିତି ସୁଧୁରୁଛି ବୋଲି ଗୋଏଲ କହିଛନ୍ତି। ସେପ୍ଟେମ୍ୱରରେ ଅନଲକ୍ 4 ହେବା ପରେ ସପ୍ଲାଏ ଚେନ୍ ଉପରେ ଲାଗିଥିବା ଅଙ୍କୁଶ ଦୂର ହୋଇଛି। ଏବେ ବଜାର ଧୀରେ ଧୀରେ ଆଗକୁ ବଢ଼ୁଛି […]

ଅଦ୍ୟତନ ହୋଇଛି
ସୁଧୁରୁଛି ଦେଶର ଅର୍ଥନୀତିକ ଅଭିବୃଦ୍ଧି!

Economist Ashima Goyal

Advertisment

ନୂଆଦିଲ୍ଲୀ: ଦେଶର ଅର୍ଥନୀତିକ ସ୍ଥିତି ସୁଧୁରୁଛି। ତୃତୀୟ ଏବଂ ଚତୁର୍ଥ ତ୍ରୟମାସିକ ଅଭିବୃଦ୍ଧି ହାର ସକାରାତ୍ମକ ରହିବ। ପ୍ରସିଦ୍ଧ ଅର୍ଥନୀତି ବିଶାରଦ ଆଶିମ ଗୋଏଲ ରବିବାର ଏହା କହିଛନ୍ତି। କରୋନା ପାଇଁ ଦେଶ ଲକଡାଉନ୍ ରହିଥିଲା। ଏବେ ହଟିବା ପରେ ଧୀରେ ଧୀରେ ଅର୍ଥନୀତିକ ସ୍ଥିତି ସୁଧୁରୁଛି ବୋଲି ଗୋଏଲ କହିଛନ୍ତି।

Advertisment

ସେପ୍ଟେମ୍ୱରରେ ଅନଲକ୍ 4 ହେବା ପରେ ସପ୍ଲାଏ ଚେନ୍ ଉପରେ ଲାଗିଥିବା ଅଙ୍କୁଶ ଦୂର ହୋଇଛି। ଏବେ ବଜାର ଧୀରେ ଧୀରେ ଆଗକୁ ବଢ଼ୁଛି ବୋଲି ସେ କହିଛନ୍ତି। ଗୋଏଲ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟିର ସଦସ୍ୟ ଭାବରେ ନିଯୁକ୍ତ ଅଛନ୍ତି। ସରକାରଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଦୀର୍ଘକାଳୀନ ଅଭିବୃଦ୍ଧିକୁ ବଜାୟ ରଖିବାରେ ସହାୟକ ହେବ ବୋଲି ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe