Advertisment

ନିର୍ବାଚନ ବେଳେ ବିଅର ମାଡ଼ !

ତାପମାତ୍ରା ବଢିବା ସହ ରାଜ୍ୟରେ ବିଅର ବିକ୍ରି ମଧ୍ୟ ବଢୁଛି।

Advertisment

ଖରା ଓ ନିର୍ବାଚନ ତାତିରେ ବଢ଼ୁଛି ବିଅର ବିକ୍ରି। ରାଜ୍ୟ ପାନୀୟ ନିଗମ ତଥ୍ୟରୁ ଜଣାପଡ଼ୁଛି ଟ୍ରେଣ୍ଡ୍ । ବର୍ତ୍ତମାନ ଖରାର ତାତି ସାଙ୍ଗକୁ ବଢ଼ିଛି ସାଧାରଣ ନିର୍ବାଚନର ତାତି। ଆଉ ଏତିକିବେଳେ ରାଜ୍ୟ ପାନୀୟ ନିଗମର ହାର୍ଡ ଡ୍ରିଙ୍କ୍ ଓ ବିଅର ବିକ୍ରି ପରିମାଣକୁ ଦେଖିଲେ, ଚାହିଦା ଢ଼େର ବଢ଼ିଯାଇଥିବା ଦେଖାଯାଉଛି। କୌଣସି ମଦ ଭଲ ନୁହେଁ କହିଲେ ଡାକ୍ତର । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe