/odisha-reporter/media/post_attachments/uploads/2015/11/bbsr1.jpg)
bbsr
ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବିମାନବନ୍ଦର ପରିସରରେ ହେବ ବିବାହ ଓ କନଫରେନ୍ସ । ଏ ସମ୍ପର୍କରେ ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏଥିସହିତ ଛୋଟ ପିଲାଙ୍କ ପାଇଁ ୩ଟି ଚାଇଲ୍ଡ କେୟାର ରୁମ୍ ମଧ୍ୟ ନିର୍ମାଣ କରାଯାଇଛି। ଶିଶୁଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ କ୍ରୀଡ଼ା ସାମଗ୍ରୀ ଏଠାରେ ମିଳିବ। ଟର୍ମିନାଲ୍-୨ରେ ମିଳୁଥିବା ଏସବୁ ସୁବିଧା ଉପଲବ୍ଧ କରିବା ପାଇଁ ବିଜୁ ପଟ୍ଟନାୟକ ବିମାନବନ୍ଦର କର୍ତ୍ତୃପକ୍ଷ ବିଭିନ୍ନ ଏଜେନ୍ସି, କମ୍ପାନୀଙ୍କୁ ଆହ୍ୱାନ କରିଛନ୍ତି। ପୂର୍ବରୁ ବିମାନବନ୍ଦର ଟର୍ମିନାଲ୍ ପରିସରରେ ସ୍ପା, ବେକେରୀ, ଜୁଏଲେରୀ ପରି ଅନେକ ଦୋକାନ ଖୋଲାସରିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
