Advertisment

ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦର ପରିସରରେ ହେବ ବିବାହ ଓ କନଫରେନ୍ସ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବିମାନବନ୍ଦର ପରିସରରେ ହେବ ବିବାହ ଓ କନଫରେନ୍ସ । ଏ ସମ୍ପର୍କରେ ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏଥିସହିତ ଛୋଟ ପିଲାଙ୍କ ପାଇଁ ୩ଟି ଚାଇଲ୍ଡ କେୟାର ରୁମ୍ ମଧ୍ୟ ନିର୍ମାଣ କରାଯାଇଛି। ଶିଶୁଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ କ୍ରୀଡ଼ା ସାମଗ୍ରୀ ଏଠାରେ ମିଳିବ। ଟର୍ମିନାଲ୍-୨ରେ ମିଳୁଥିବା ଏସବୁ ସୁବିଧା ଉପଲବ୍ଧ କରିବା ପାଇଁ ବିଜୁ ପଟ୍ଟନାୟକ ବିମାନବନ୍ଦର କର୍ତ୍ତୃପକ୍ଷ ବିଭିନ୍ନ ଏଜେନ୍ସି, କମ୍ପାନୀଙ୍କୁ ଆହ୍ୱାନ କରିଛନ୍ତି। ପୂର୍ବରୁ ବିମାନବନ୍ଦର ଟର୍ମିନାଲ୍ ପରିସରରେ […]

ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦର ପରିସରରେ ହେବ ବିବାହ ଓ କନଫରେନ୍ସ

bbsr

Advertisment

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବିମାନବନ୍ଦର ପରିସରରେ ହେବ ବିବାହ ଓ କନଫରେନ୍ସ । ଏ ସମ୍ପର୍କରେ ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏଥିସହିତ ଛୋଟ ପିଲାଙ୍କ ପାଇଁ ୩ଟି ଚାଇଲ୍ଡ କେୟାର ରୁମ୍ ମଧ୍ୟ ନିର୍ମାଣ କରାଯାଇଛି। ଶିଶୁଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ କ୍ରୀଡ଼ା ସାମଗ୍ରୀ ଏଠାରେ ମିଳିବ। ଟର୍ମିନାଲ୍-୨ରେ ମିଳୁଥିବା ଏସବୁ ସୁବିଧା ଉପଲବ୍ଧ କରିବା ପାଇଁ ବିଜୁ ପଟ୍ଟନାୟକ ବିମାନବନ୍ଦର କର୍ତ୍ତୃପକ୍ଷ ବିଭିନ୍ନ ଏଜେନ୍ସି, କମ୍ପାନୀଙ୍କୁ ଆହ୍ୱାନ କରିଛନ୍ତି। ପୂର୍ବରୁ ବିମାନବନ୍ଦର ଟର୍ମିନାଲ୍ ପରିସରରେ ସ୍ପା, ବେକେରୀ, ଜୁଏଲେରୀ ପରି ଅନେକ ଦୋକାନ ଖୋଲାସରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe