ବଜେଟ ୨୦୨୧-୨୨ କୃଷି ଉପରେ ଫୋକସ?

Ordigital Desk
  • Published: Saturday, 30 January 2021
  • , Updated: 30 January 2021, 10:50 PM IST
<p>କରୋନା ପାଇଁ ଦେଶର ଅଭିବୃଦ୍ଧି ଅହେତୁକ ହ୍ରାସ ପାଇଥିଲେ ମଧ୍ୟ କୃଷି କ୍ଷେତ୍ରରେ ଅଭିବୃଦ୍ଧି ହାର ମଜବୁତ ରହିଛି। ଏଭଳି ସ୍ଥିତିରେ ବଜେଟରେ ସରକାର କୃଷି ଉପରେ ପୂର୍ବ ଅପେକ୍ଷା ଅଧିକ ଫୋକସ କରିବେ ନା ପୂର୍ବଭଳି ରହିବ ସେ ନେଇ ମତ ରଖିଛନ୍ତି ଅର୍ଥନୀତି ବିଶେଷଜ୍ଞ ଡକ୍ଟର ପ୍ରୀତିଶ କୁମାର ସାହୁ।</p>

Related story