ବଜେଟ୍ ୨୦୨୧-୨୨ ଏମଏସଏମଇ ଉପରେ ଫୋକସ?

<p>କରୋନା ମହାମାରୀ ପରେ କେନ୍ଦ୍ର ସରକାର ପ୍ରଥମ ବଜେଟ ଫେବୃଆରୀ ଏକରେ ଉପସ୍ଥାପନ କରିବେ। କରୋନା ପାଇଁ ଦେଶ ଅନେକ କଠିନ ପରିସ୍ଥିତି ଦେଇ ଗତି କରୁଛି। ଏହାରି ଭିତରେ ବେରୋଜଗାରୀ ଏକ ପ୍ରମୁଖ ସମସ୍ୟା ପାଲଟିଥିବା ବେଳେ ଶିଳ୍ପ ସଂସ୍ଥା ମଧ୍ୟ ଅନେକ ପ୍ରଭାବିତ ହୋଇଛି। ତେଣୁ ଏସବୁକୁ ସଞ୍ଜୀବନୀ ଦେବା ପାଇଁ ଏମଏସଏମଇ ଉପରେ କଣ ରହିବ ସରକାରଙ୍କ ନଜର? ଅର୍ଥନୀତି ବିଶଷେଜ୍ଞ ଡକ୍ଟର ପ୍ରୀତିଶ ସାହୁ ବଜେଟ ପୂର୍ବରୁ &#039;ଓଡ଼ିଶା ରିପୋର୍ଟର&#039;ରେ ଏହି ପ୍ରସଙ୍ଗରେ ନିଜର ମତ ରଖିଛନ୍ତି।</p>

Ordigital Desk
  • Published: Saturday, 30 January 2021
  • Updated: 30 January 2021, 10:46 PM IST

Sports

Latest News

<p>କରୋନା ମହାମାରୀ ପରେ କେନ୍ଦ୍ର ସରକାର ପ୍ରଥମ ବଜେଟ ଫେବୃଆରୀ ଏକରେ ଉପସ୍ଥାପନ କରିବେ। କରୋନା ପାଇଁ ଦେଶ ଅନେକ କଠିନ ପରିସ୍ଥିତି ଦେଇ ଗତି କରୁଛି। ଏହାରି ଭିତରେ ବେରୋଜଗାରୀ ଏକ ପ୍ରମୁଖ ସମସ୍ୟା ପାଲଟିଥିବା ବେଳେ ଶିଳ୍ପ ସଂସ୍ଥା ମଧ୍ୟ ଅନେକ ପ୍ରଭାବିତ ହୋଇଛି। ତେଣୁ ଏସବୁକୁ ସଞ୍ଜୀବନୀ ଦେବା ପାଇଁ ଏମଏସଏମଇ ଉପରେ କଣ ରହିବ ସରକାରଙ୍କ ନଜର? ଅର୍ଥନୀତି ବିଶଷେଜ୍ଞ ଡକ୍ଟର ପ୍ରୀତିଶ ସାହୁ ବଜେଟ ପୂର୍ବରୁ &#039;ଓଡ଼ିଶା ରିପୋର୍ଟର&#039;ରେ ଏହି ପ୍ରସଙ୍ଗରେ ନିଜର ମତ ରଖିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos