Advertisment

ବଜେଟ୍ ୨୦୨୧-୨୨ ଏମଏସଏମଇ ଉପରେ ଫୋକସ?

କରୋନା ମହାମାରୀ ପରେ କେନ୍ଦ୍ର ସରକାର ପ୍ରଥମ ବଜେଟ ଫେବୃଆରୀ ଏକରେ ଉପସ୍ଥାପନ କରିବେ। କରୋନା ପାଇଁ ଦେଶ ଅନେକ କଠିନ ପରିସ୍ଥିତି ଦେଇ ଗତି କରୁଛି। ଏହାରି ଭିତରେ ବେରୋଜଗାରୀ ଏକ ପ୍ରମୁଖ ସମସ୍ୟା ପାଲଟିଥିବା ବେଳେ ଶିଳ୍ପ ସଂସ୍ଥା ମଧ୍ୟ ଅନେକ ପ୍ରଭାବିତ ହୋଇଛି। ତେଣୁ ଏସବୁକୁ ସଞ୍ଜୀବନୀ ଦେବା ପାଇଁ ଏମଏସଏମଇ ଉପରେ କଣ ରହିବ ସରକାରଙ୍କ ନଜର? ଅର୍ଥନୀତି ବିଶଷେଜ୍ଞ ଡକ୍ଟର ପ୍ରୀତିଶ ସାହୁ ବଜେଟ ପୂର୍ବରୁ 'ଓଡ଼ିଶା ରିପୋର୍ଟର'ରେ ଏହି ପ୍ରସଙ୍ଗରେ ନିଜର ମତ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe