ନିର୍ବାଚନ ଶେଷ ହେବା ପରେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ ୨୦୨୪-୨୫ ଉପସ୍ଥାପନ କରିଛି। ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ସୀତାରମଣ ନିଜ ସରକାରର ସଫଳତା କଥା କହିଛନ୍ତି।
ଅର୍ଥନୀତିକ ସର୍ଭେ ରିପୋର୍ଟରେ ଚାଷୀଙ୍କ ଆୟ ଦୁଇ ଗୁଣିତ ପାଇଁ ନିବେଶ ଆବଶ୍ୟକ ବୋଲି କୁହାଯାଇଥିଲା। କିନ୍ତୁ ବଜେଟରେ ସେମିତି ଆଖି ଦୃଶିଆ ନିବେଶ ସମ୍ପର୍କରେ ବିଧିବଦ୍ଧ ଭାବେ କିଛି ବି କରାଯାଇ ନାହିଁ।
ବଜେଟ ବିହଙ୍ଗାବଲୋକନ: ୨୦୨୪-୨୫ (କୋଟିରେ)
୨୦୨୨-୨୩(ପ୍ରକୃତ) ୨୦୨୩-୨୪(ବଜେଟ ଆକଳନ) ୨୦୨୩-୨୪(ସଂଶୋଧିତ ବଜେଟ) ୨୦୨୪-୨୫(ବଜେଟ ଆକଳନ)
ରାଜସ୍ୱ ଆୟ- ୨୩୮୩୨୦୬ ୨୬୩୨୨୮୧ ୨୬୯୯୭୧୩ ୩୧୨୯୨୦୦
ପୁଞ୍ଜି ଆୟ- ୧୮୦୯୯୫୧ ୧୮୭୦୮୧୬ ୧୭୯୦୭୭୩ ୧୬୯୧୩୧୨
ସମୁଦାୟ ଆୟ- ୪୧୯୩୧୫୭ ୪୫୦୩୦୯୭ ୪୪୯୦୪୮୬ ୪୮୨୦୫୧୨
ସମୁଦାୟ ବ୍ୟୟ- ୪୧୯୩୧୭ ୪୫୦୩୦୯୭ ୪୪୯୦୪୮୬ ୪୮୨୦୫୧୨
ପ୍ରଭାବୀ ପୁଞ୍ଜି ବ୍ୟୟ- ୧୦୪୬୨୮୯ ୧୩୭୦୯୪୯ ୧୨୭୧୪୩୬ ୧୫୦୧୮୯୯
ରାଜସ୍ୱ ନିଅଣ୍ଟ- ୧୦,୬୯,୯୨୬ ୮୬୯୮୫୫ ୮୪୦୫୨୭ ୫୮୦୨୦୧
ପ୍ରଭାବୀ ରାଜସ୍ୱ ନିଅଣ୍ଟ- ୭୬୩୬୬୨ ୪୯୯୮୬୭ ୫୧୯୩୩୭ ୧୮୯୪୨୩
ବୀତ୍ତିୟ ନିଅଣ୍ଟ- ୧୭୩୭୭୫୫ ୧୭୮୬୮୧୬ ୧୭୩୪୭୭୩ ୧୬୧୩୩୧୨
ପ୍ରାଥମିକ ନିଅଣ୍ଟ- ୮୦୯୨୩୮ ୭୦୬୮୪୫ ୬୭୯୩୪୬ ୪୫୦୩୭୨