ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରେକର୍ଡ ୭ମ ଥର ପାଇଁ ଆଜି ବଜେଟ ଉପସ୍ଥାପନ କରିଛନ୍ତି। ପ୍ରାୟ ୧ ଘଣ୍ଟା ୩୦ ମିନିଟର ବଜେଟ ଭାଷଣରେ ସେ ସବୁ ବର୍ଗଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଛନ୍ତି। ହେଲେ ଟିକସ ସ୍ଲାବରେ ପରିବର୍ତ୍ତନ ହୋଇନାହିଁ। ଦେଶବାସୀଙ୍କୁ ବିକଶିତ ଭାରତର ସ୍ୱପ୍ନ ସେ ଦେଖାଇଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ମୋଟ ୪୮.୨୧ ଲକ୍ଷ ଟଙ୍କାରର ବଜେଟ ଉପସ୍ଥାପନ କରାଯାଇଛି।
Also Read
ତେବେ ଏତେ ପରିମାଣର ବଜେଟକୁ ସାଧାରଣ ଲୋକ ବୁଝିବା ବେଶ ମୁସ୍କିଲ। ତେଣୁ ୧ ଟଙ୍କାରେ ପୂରା ବଜେଟ୍ର ହିସାବ ଜାଣନ୍ତୁ..
ଟଙ୍କାଟିଏ ଆସିବ କୁଆଡ଼ୁ
ଋଣ ଓ ଅନ୍ୟାନ୍ୟ ଦାତା-୨୭ ପ.
କର୍ପୋରେସନ ଟିକସ-୧୭ ପ.
ଆୟକର-୧୯ ପ.
ସୀମା ଶୁଳ୍କ-୪ ପ.
କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ-୫ ପ.
ଜିଏସଟି ଓ ଅନ୍ୟାନ୍ୟ ଟିକସ-୧୮ ପ.
ଅଣ-ଟିକସ ରାଜସ୍ୱ- ୯ ପ.
ଅଣ-ଋଣ ପୁଞ୍ଜି ଆୟ-୧ ପ.
ଟଙ୍କା ଟିଏ ଯିବ କୁଆଡ଼େ
ଟିକସ ଓ ଶୁଳ୍କରୁ ରାଜ୍ୟର ଭାଗ- ୨୧ ପ.
ସୁଧ ଦେୟ- ୧୯ ପ.
କେନ୍ଦ୍ରୀୟ ଯୋଜନା- ୧୬ ପ.
ଫାଇନାନ୍ସ କମିଶନ ଓ ଅନ୍ୟ ଟ୍ରାନ୍ସଫର- ୯ ପ.
କେନ୍ଦ୍ର ପ୍ରାୟୋଜିତ ଯୋଜନା- ୮ ପ.
ପ୍ରତିରକ୍ଷା- ୮ ପ.
ସବସିଡି- ୬ ପ.
ପେନସନ- ୪ ପ.
ଅନ୍ୟାନ୍ୟ ଖର୍ଚ୍ଚ: ୯ପ.
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Business
ଭାରତର ଅର୍ଥନୀତିକ ଅଭିବୃଦ୍ଧି ହାର ୪ ବର୍ଷରେ ସବୁଠାରୁ କମ୍
ପୂର୍ବ ବର୍ଷ ତୁଳନାରେ ଅଭିବୃଦ୍ଧି ହାର କମ ରହିଛି ଓ ମୋଟ ଉପରେ ଅର୍ଥନୀତିକ କାର୍ଯ୍ୟକଳାପ ଥଣ୍ଡା ପଡ଼ି ଯାଇଛି।

Business
ଟ୍ରମ୍ପଙ୍କ ଟାରିଫ ନୀତିକୁ କୋର୍ଟ ଝଟକା, ଭାରତ-ପାକ ଯୁଦ୍ଧ ବିରତି ଯୁକ୍ତି ବି ଗ୍ରହଣ ହେଲାନି
ଟ୍ରମ୍ପଙ୍କ ଅଧିକାରୀମାନେ କୋର୍ଟରେ ଯୁକ୍ତି ରଖିବା ବେଳେ ଦାବି କରିଥିଲେ ଯେ ରାଷ୍ଟ୍ରପତି ଟ୍ରମ୍ପ ନିଜର ଟାରିଫ କ୍ଷମତାକୁ ବ୍ୟବହାର କରି ଭାରତ-ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ଭୟଙ୍କର ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।

Business
ଜାପାନକୁ ପଛରେ ପକାଇଲା ଭାରତ, ବନିଲା ବିଶ୍ୱର ଚତୁର୍ଥ ବୃହତ୍ତ ଅର୍ଥନୀତି
ଏବେ କେବଳ ଯୁକ୍ତରାଷ୍ଟ୍ର ଆମେରିକା, ଚୀନ ଓ ଜର୍ମାନୀ ଆମଠାରୁ ଆଗରେ ରହିଛନ୍ତି। ଆମେ ଯେଉଁ ଯୋଜନା ପ୍ରସ୍ତୁତ କରୁଛୁ, ଯଦି ସେଥିରେ ଠିକ୍ ଢଙ୍ଗରେ ଚାଲିବା, ତା’ହେଲେ ଆଗାମୀ ଅଢ଼େଇ ବା ୩ ବର୍ଷରେ ଭାରତ ବିଶ୍ୱର ତୃତୀୟ ବୃହତ୍ତ ଅର୍ଥନୀତି ପାଲଟି ଯିବ।

Guest Column
ମହିଳା ଉଦ୍ୟୋଗୀ - ଏକ ଶକ୍ତିଶାଳୀ ପରିବର୍ତ୍ତନର ଅଗ୍ରଦୂତ
ଗୋଟିଏ ବ୍ୟବସାୟ କରିବାକୁ ହେଲେ ପୁରୁଷକୁ ଯେଉଁ ପ୍ରଣାଳୀ ବା ନୀତି ନିୟମ ଦେଇ ଯିବାକୁ ପଡ଼େ ବା ଯେଉଁସବୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ ମହିଳା ମଧ୍ୟ ସେଇ ସମାନ ରାସ୍ତା ଓ ସମସ୍ୟାର ସମ୍ମୁଖୀନ ହୋଇଥାଏ। ବ୍ୟାବସାୟିକ ସଫଳତା ପାଇଁ ଯେଉଁ ଜ୍ଞାନ ଓ ଦକ୍ଷତାର ଆବଶ୍ୟକତା ରହିଛି ତାହା ମଧ୍ୟ ଉଭୟଙ୍କ ପାଇଁ ଉପଯୋଗୀ ହୁଏ।

International
ଭାରତ ସହିତ ଲମ୍ବା ସମୟ ପର୍ଯ୍ୟନ୍ତ ଲଢ଼ି ପାରିବ କି ପାକିସ୍ତାନ?
ପାକିସ୍ତାନର ଆର୍ଥିକ ସ୍ଥିତି ଭଲ ନାହିଁ। ଆଇଏମ୍ଏଫଠାରୁ ୭ ବିଲିୟନ ଡଲାରର ପାଣ୍ଠି ପାଇବା ପରେ ଏହାର ଆର୍ଥିକ ସ୍ଥିତିରେ ମଧ୍ୟମ ଧରଣର ଉନ୍ନତି ଆସୁଥିଲା। କିନ୍ତୁ ବର୍ତ୍ତମାନ ଏହାର ଆର୍ଥିକ ସ୍ଥିତି ଅସୁରକ୍ଷିତ ଓ ଅନିଶ୍ଚିତତା ଦେଇ ଗତି କରୁଛି।