ମହଙ୍ଗା ହେଲା ବ୍ୟାଙ୍କ ଋଣ, ସୁଧ ଦର ବଢ଼ାଇଲେ ୩ ବ୍ୟାଙ୍କ

ନୂଆଦିଲ୍ଲୀ: ଏଣିକି ଆଉ ଶସ୍ତାରେ ମିଳିବନି ବ୍ୟାଙ୍କ ଋଣ। ଲଗାତାର ବ୍ୟାଙ୍କଗୁଡିକ ନିଜ ନିଜର ସୁଧ ଦର ବଢ଼ାଇ ଚାଲିଛିନ୍ତି। ମେ’ ମାସରେ ଆର୍‌ବିଆଇ ଜରୁରୀ ବୈଠକରେ ରେପୋ ରେଟ୍‌ ବଢ଼ାଇଥିଲା। ଏହାପରେ ପ୍ରାୟ ସମସ୍ତ ବ୍ୟାଙ୍କ ସୁଧ ଦର ବଢ଼ାଇ ସାରିଲେଣି। ଏହାରି ଭିତରେ ଚଳିତ ମାସରେ ପୁଣି ଥରେ ଆର୍‌ବିଆଇ ରେପୋ ରେଟ୍‌ ବଢ଼ାଇପାରେ ବୋଲି ଆକଳନ କରାଯାଉଛି। ତେବେ ଆର୍‌ବିଆଇର ଘୋଷଣା ପୂର୍ବରୁ ହିଁ ଏବେ ୩ଟି ବ୍ୟାଙ୍କର ନିଜ ନିଜର ସୁଧ […]

bank-raises-interest

bank-raises-interest

Madhupriya Mistry
  • Published: Tuesday, 07 June 2022
  • Updated: 07 June 2022, 02:39 PM IST

Sports

Latest News

ନୂଆଦିଲ୍ଲୀ: ଏଣିକି ଆଉ ଶସ୍ତାରେ ମିଳିବନି ବ୍ୟାଙ୍କ ଋଣ। ଲଗାତାର ବ୍ୟାଙ୍କଗୁଡିକ ନିଜ ନିଜର ସୁଧ ଦର ବଢ଼ାଇ ଚାଲିଛିନ୍ତି। ମେ' ମାସରେ ଆର୍‌ବିଆଇ ଜରୁରୀ ବୈଠକରେ ରେପୋ ରେଟ୍‌ ବଢ଼ାଇଥିଲା। ଏହାପରେ ପ୍ରାୟ ସମସ୍ତ ବ୍ୟାଙ୍କ ସୁଧ ଦର ବଢ଼ାଇ ସାରିଲେଣି। ଏହାରି ଭିତରେ ଚଳିତ ମାସରେ ପୁଣି ଥରେ ଆର୍‌ବିଆଇ ରେପୋ ରେଟ୍‌ ବଢ଼ାଇପାରେ ବୋଲି ଆକଳନ କରାଯାଉଛି। ତେବେ ଆର୍‌ବିଆଇର ଘୋଷଣା ପୂର୍ବରୁ ହିଁ ଏବେ ୩ଟି ବ୍ୟାଙ୍କର ନିଜ ନିଜର ସୁଧ ଦରକୁ ମହଙ୍ଗା କରିଛନ୍ତି।

କାନାଡା ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଓ କରୁର ବୈସ୍ୟା ବ୍ୟାଙ୍କ ମଙ୍ଗଳବାର ନିଜର ଋଣର ସୁଧ ଦରରେ ବୃଦ୍ଧି ଘୋଷଣା କରିଛନ୍ତି। ଫଳରେ ଇଏମଆଇରେ ମଧ୍ୟ ବୃଦ୍ଧି ହୋଇଛି। ଏହି ବର୍ଦ୍ଧିତ ଦର ଜୁନ୍ ୭ ତାରିଖରୁ ଲାଗୁ ହେବ ବୋଲି କାନାଡା ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ବର୍ଷିକିଆ ଋଣ ଉପରେ କାନାଡା ବ୍ୟାଙ୍କ ସୁଧ ଦରକୁ ୦.୦୫ପ୍ରତିଶତ ବଢାଇଛି। ଏବେ ସୁଧର ଦର ୭.୪୦ ପ୍ରତିଶତରେ ପହଞ୍ଚିଛି। ୬ ମାସିକିଆ ଋଣ ଉପରେ ଏହା ୭.୩୦ରୁ ବଢି ୭.୩୫ରେ ପହଞ୍ଚିଛି। ସେହିପରି କରୁର ବୈସ୍ୟା ବ୍ୟାଙ୍କ ସୁଧ ଦରକୁ ୦.୪୦ ପ୍ରତିଶତ ବଢାଇଥିବାରୁ ଏବେ ଏହା ୮.୭୫ପ୍ରତିଶତରେ ପହଞ୍ଚିଛି।

ଏଚଡିଏଫସି ବ୍ୟାଙ୍କ ମଧ୍ୟ ନିଜର ମାର୍ଜିନ୍ କଷ୍ଟ ଅଫ୍ ଲେଣ୍ଡିଙ୍ଗ ରେଟ୍ସ(ଏମସିଏଲଆର)କୁ ବୃଦ୍ଧି କରିଛି। ବ୍ୟାଙ୍କ ନିଜର ସୁଧ ଦରକୁ ୭.୧୫ ପ୍ରତିଶତକୁ ବୃଦ୍ଧି କରି ୭.୫୦ ପ୍ରତିଶତକୁ ବଢାଇ ଦେଇଛି। ବର୍ଷିକିଆ କରଜ ଉପରେ ସୁଧ ଦର ୭.୨୦ରୁ ବଢି ୭.୫୫ ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ ୬ ମାସିକିଆ ଋଣରେ ସୁଧ ଦର ୭.୬୦ ପ୍ରତିଶତରୁ ୭.୭୦କୁ ବଢିଛି।

ଆରବିଆଇର ମୁଦ୍ରା ନୀତି କମିଟିର ତିନି ଦିନିଆ ବୈଠକ ଶେଷ ହେବା ପୂର୍ବରୁ ହିଁ ବ୍ୟାଙ୍କଗୁଡିକ ନିଜ ନିଜ ସୁଧ ହାରରେ ବୃଦ୍ଧି ଘଟାଇଛନ୍ତି। ସମସ୍ତଙ୍କ ନଜର ଏହି ବୈଠକ ଉପରେ ଅଛି। ଆରବିଆଇର ଏହି ବୈଠକରେ ରେପୋ ରେଟ୍‌କୁ ୩୫ ରୁ ୪୦ ବେସିସ୍‌ ପଏଣ୍ଟକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇପାରେ ବୋଲି ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story