ନୂଆଦିଲ୍ଲୀ: ଚାଇନିଜ୍ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ Coolpad ଭାରତରେ ଏକ ନୂଆ ସ୍ମାର୍ଟଫୋନ୍ ଲଞ୍ଚ୍ କରିଛି। ଏହାକୁ କମ୍ପାନୀ ଏକ ବଜେଟ୍ ସ୍ମାର୍ଟଫୋନ୍ ହିସାବରେ ବଜାରକୁ ଛାଡ଼ିଛି। ଏହାର ମୂଲ୍ୟ ରହିଛି ୭ ହଜାର ୯୯୯ ଟଙ୍କା। ଅନେକ ଦିନ ହେବ ଭାରତୀୟ ବଜାରରୁ କୁଲ୍ପ୍ୟାଡ୍ର ଫୋନ୍ ଉଭାନ୍ ହୋଇଯାଇଥିଲା। ତେବେ Coolpad Cool 5 ଜରିଆରେ ଏହା ପୁଣିଥରେ କମ୍ବ୍ୟାକ୍ କରିଛି।
ଫିଚର୍:
- ୬.୨୨ ଇଞ୍ଚର IPS LCD କ୍ୟାପଟିଭ୍ ଡିସ୍ପ୍ଲେ
- ଆଣ୍ଡ୍ରଏଡ୍ 9 ପାଇ, Mediatek MT6762 Helio P22 (12 nm), ଅକ୍ଟାକୋର୍ 2.0 GHz Cortex-A53 ପ୍ରୋସେସର୍।
- ୪ଜିବି ରାମ୍, ୬୪ ଜିବି ଇଣ୍ଟରନାଲ୍ ମେମୋରି। ମେମୋରି କାର୍ଡ଼ ମାଧ୍ୟମରେ ୧୨୮ ଜିବି ପର୍ଯ୍ୟନ୍ତ ଏହାକୁ ବଢ଼ାଇ ହେବ।
କ୍ୟାମେରା:
ରିୟର କ୍ୟାମେରା: 13 MP ଓ 2 MP (ଡୁଆଲ୍ କ୍ୟାମେରା)
ସେଲ୍ଫି କ୍ୟାମେରା: 16 MP
କ୍ୟାମେରା ଫିଚର୍: LED flash, panorama, HDR , ଭିଡିଓ- 1080p@30fps
କଲର୍ ଅପ୍ସନ୍: ମିଡ୍ନାଇଟ୍ ବ୍ଲୁ, ଗ୍ରେଡିଆଣ୍ଟ ବ୍ଲୁ, ଗ୍ରେଡିଆଣ୍ଟ ବ୍ଲାକ୍
ମୂଲ୍ୟ: ୭ ହଜାର ୯୯୯ ଟଙ୍କା
ବ୍ୟାଟେରୀ: ନନ୍ରିମୁଭେବଲ୍ Li-Po 4000 mAh battery, ଫାଷ୍ଟ ଚାର୍ଜିଂ ସପୋର୍ଟ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।