16MP ସେଲ୍‌ଫି କ୍ୟାମେରା ସହ ଲଞ୍ଚ୍ ହେଲା Coolpad Cool 5

ନୂଆଦିଲ୍ଲୀ: ଚାଇନିଜ୍‌ ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନୀ Coolpad ଭାରତରେ ଏକ ନୂଆ  ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରିଛି। ଏହାକୁ କମ୍ପାନୀ ଏକ ବଜେଟ୍‌ ସ୍ମାର୍ଟଫୋନ୍‌ ହିସାବରେ ବଜାରକୁ ଛାଡ଼ିଛି। ଏହାର ମୂଲ୍ୟ ରହିଛି ୭ ହଜାର ୯୯୯ ଟଙ୍କା। ଅନେକ ଦିନ ହେବ ଭାରତୀୟ ବଜାରରୁ କୁଲ୍‌ପ୍ୟାଡ୍‌ର ଫୋନ୍‌ ଉଭାନ୍ ହୋଇଯାଇଥିଲା। ତେବେ Coolpad Cool 5 ଜରିଆରେ ଏହା ପୁଣିଥରେ କମ୍‌ବ୍ୟାକ୍ କରିଛି। ଫିଚର୍: ୬.୨୨ ଇଞ୍ଚର IPS LCD କ୍ୟାପଟିଭ୍ ଡିସ୍‌ପ୍ଲେ ଆଣ୍ଡ୍ରଏଡ୍‌ 9 ପାଇ, […]

coolpad

Chinmayee Roy
  • Published: Thursday, 03 October 2019
  • , Updated: 03 October 2019, 09:29 AM IST

ନୂଆଦିଲ୍ଲୀ: ଚାଇନିଜ୍‌ ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନୀ Coolpad ଭାରତରେ ଏକ ନୂଆ  ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରିଛି। ଏହାକୁ କମ୍ପାନୀ ଏକ ବଜେଟ୍‌ ସ୍ମାର୍ଟଫୋନ୍‌ ହିସାବରେ ବଜାରକୁ ଛାଡ଼ିଛି। ଏହାର ମୂଲ୍ୟ ରହିଛି ୭ ହଜାର ୯୯୯ ଟଙ୍କା। ଅନେକ ଦିନ ହେବ ଭାରତୀୟ ବଜାରରୁ କୁଲ୍‌ପ୍ୟାଡ୍‌ର ଫୋନ୍‌ ଉଭାନ୍ ହୋଇଯାଇଥିଲା। ତେବେ Coolpad Cool 5 ଜରିଆରେ ଏହା ପୁଣିଥରେ କମ୍‌ବ୍ୟାକ୍ କରିଛି।

ଫିଚର୍:

  • ୬.୨୨ ଇଞ୍ଚର IPS LCD କ୍ୟାପଟିଭ୍ ଡିସ୍‌ପ୍ଲେ
  • ଆଣ୍ଡ୍ରଏଡ୍‌ 9 ପାଇ, Mediatek MT6762 Helio P22 (12 nm), ଅକ୍ଟାକୋର୍‌ 2.0 GHz Cortex-A53 ପ୍ରୋସେସର୍‌।
  • ୪ଜିବି ରାମ୍‌, ୬୪ ଜିବି ଇଣ୍ଟରନାଲ୍‌ ମେମୋରି। ମେମୋରି କାର୍ଡ଼ ମାଧ୍ୟମରେ ୧୨୮ ଜିବି ପର୍ଯ୍ୟନ୍ତ ଏହାକୁ ବଢ଼ାଇ ହେବ।

କ୍ୟାମେରା:

ରିୟର କ୍ୟାମେରା: 13 MP ଓ 2 MP (ଡୁଆଲ୍‌ କ୍ୟାମେରା)

ସେଲ୍‌ଫି କ୍ୟାମେରା: 16 MP

କ୍ୟାମେରା ଫିଚର୍: LED flash, panorama, HDR , ଭିଡିଓ- 1080p@30fps

କଲର୍‌ ଅପ୍‌ସନ୍: ମିଡ୍‌ନାଇଟ୍‌ ବ୍ଲୁ, ଗ୍ରେଡିଆଣ୍ଟ ବ୍ଲୁ, ଗ୍ରେଡିଆଣ୍ଟ ବ୍ଲାକ୍

ମୂଲ୍ୟ: ୭ ହଜାର ୯୯୯ ଟଙ୍କା

ବ୍ୟାଟେରୀ: ନନ୍‌ରିମୁଭେବଲ୍ Li-Po 4000 mAh battery, ଫାଷ୍ଟ ଚାର୍ଜିଂ ସପୋର୍ଟ

Related story