ଓପିଜିସି ବିକ୍ରି: କୋଇଲା ଖଣି ଉପରେ ଆଖି ! | Odisha Reporter
ଓପିଜିସି କୋଇଲା ଖଣି ଉପରେ ଘରୋଇ କମ୍ପାନୀଙ୍କ ଆଖି। ବର୍ଷେ ହେଲା ସୁନ୍ଦରଗଡ଼ ଖଣିରୁ ଆସୁଥିଲା କୋଇଲା। ଘରୋଇ କମ୍ପାନୀଙ୍କ ସ୍ୱାର୍ଥ ଓ ନିର୍ବାଚନ ପାଣ୍ଠି ପାଇଁ ଚିନ୍ତା? ଲୋକଙ୍କ ପାଇଁ ବିଦ୍ୟୁତ ଦର ମହଙ୍ଗା ହେଲେ ବି ଚିନ୍ତା ନାହିଁ। ବିବାଦରେ ଓପିଜିସିର ୪୯% ଅଂଶଧନ ବିକ୍ରି ପାଇଁ ଟେଣ୍ଡର।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
