ଓଡିଆଙ୍କ ପସନ୍ଦ ବେଙ୍ଗଲ ଆଳୁ ! | Odisha Reporter
Advertisment
କେଉଁଠି ୪୦ ତ କେଉଁଠି ୫୦ ଆଉ କେଉଁଠି ୬୦ ପାର। ବାହାର କଥା ଛାଡ଼ନ୍ତୁ, ରାଜଧାନୀରେ ଏଭଳି ଦରରେ ବିକ୍ରି ହେଉଛି ଆଳୁ। ରାଜଧାନୀର ଏକ ନମ୍ବର ମାର୍କେଟରେ ଆଳୁ ଦାମ କେଜି ପିଛା ରହିଛି ୪୦ ଟଙ୍କା। ହେଲେ ସର୍ତ୍ତ ରଖିଛନ୍ତି ବ୍ୟବସାୟୀ। କେହି ବାଛିକି ଭଲ ଆଳୁ ନେଇ ପାରିବେ ନାହିଁ। ଭାଗରେ ଯାହା ପଡ଼ିବ, ତାହା ନେବାକୁ ବାଧ୍ୟ। ବାଛିଲେ ଦେବାକୁ ପଡ଼ିବ ଅଧିକ ଟଙ୍କା। ଏଭଳି ସର୍ତ୍ତରେ ଗ୍ରାହକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us