Advertisment

ପାଗ ଦେଲା, ଇଲିଶି ଆସିଲା

ଲଗାଣ ବର୍ଷାରେ ପ୍ରଚୁର ଇଲିସି ମାଛ ମତ୍ସ୍ୟଜୀବିଙ୍କ ଜାଲରେ ପଡିଛି। ମୌସୁମୀର ପ୍ରଥମ ଛୁଆଁ ସାଙ୍ଗକୁ ଅନୁକୂଳ ପାଗ ପାଇଁ ଗଭୀର ସମୁଦ୍ରରୁ ପ୍ରଚୁର ପରିମାଣର ଇଲିସି ପଡୁଛି ।

author-image
Manoj Swain

ମୌସୁମୀ ବର୍ଷା ଯୋଗୁ ପାଗ ଅନୁକୂଳ ଥିବାରୁ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଟନ୍ ଟନ୍ ଇଲିସି ମାଛ। ବାଲେଶ୍ୱର ଜିଲ୍ଲା ଭୋଗରାଇ ସୀମାନ୍ତ ଦୀଘା ମୁହାଣ ମାଛ ମାର୍କେଟରେ ୩୦ରୁ ୪୦ ଟନ୍ ଇଲିସି ମାଛ ବିକ୍ରି ହୋଇଥିବା ସୂଚନା ମିଳିଛି। ୧ କେଜି ଓଜନର ଇଲିସି ମାଛର ଦାମ୍ ରହିଛି ୧ ହଜାର ଟଙ୍କା ।

Advertisment
Odisha Hilsa Fish