Advertisment

କୋକା-କୋଲା ସହ ସମ୍ପର୍କ ଛିନ୍ନ କଲା ଡମିନୋଜ ପିଜ୍ଜା

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ବିଶ୍ୱର ସବୁଠାରୁ ଅଧିକ ଖୋଜାପଡ଼ୁଥିବା ପିଜ୍ଜା ବ୍ରାଣ୍ଡ୍ ହେଉଛି ଡମିନୋଜ ପିଜ୍ଜା। ଏହି କମ୍ପାନୀ ପ୍ରମୁଖ ମୃଦୁପାନୀୟ ବ୍ରାଣ୍ଡ୍‌ କୋକା-କୋଲା ସହିତ ଦୀର୍ଘ ୨୦ ବର୍ଷର ସମ୍ପର୍କକୁ ତୁଟାଇ ଦେଇଛି। ଏହା ବଦଳରେ ଡମିନୋଜ ପେପ୍ସିକୋର ହାତ ଧରିଛି। ଏଥର ଆପଣ ଡମିନୋଜର କୌଣସି ଆଉଟ୍‌ଲେଟ୍‌କୁ ଗଲେ ବୋଧ ହୁଏ ଆଉ କୋକାକୋଲା ବ୍ରାଣ୍ଡର କୌଣସି ମୃଦୁପାନୀୟ ପାଇ ନପାରନ୍ତି। ଏହା ବଦଳରେ ଆପଣଙ୍କୁ ମିଳିବ ପେପ୍‌ସି,ମାଉଣ୍ଟେନ୍‌ ଡ୍ୟୁ, ସେଭେନ ଅପ୍, ମିରିଣ୍ଡା ଇତ୍ୟାଦି। […]

author-image
Jagamohan Maharana
କୋକା-କୋଲା ସହ ସମ୍ପର୍କ ଛିନ୍ନ କଲା ଡମିନୋଜ ପିଜ୍ଜା

new

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ବିଶ୍ୱର ସବୁଠାରୁ ଅଧିକ ଖୋଜାପଡ଼ୁଥିବା ପିଜ୍ଜା ବ୍ରାଣ୍ଡ୍ ହେଉଛି ଡମିନୋଜ ପିଜ୍ଜା। ଏହି କମ୍ପାନୀ ପ୍ରମୁଖ ମୃଦୁପାନୀୟ ବ୍ରାଣ୍ଡ୍‌ କୋକା-କୋଲା ସହିତ ଦୀର୍ଘ ୨୦ ବର୍ଷର ସମ୍ପର୍କକୁ ତୁଟାଇ ଦେଇଛି।

Advertisment

ଏହା ବଦଳରେ ଡମିନୋଜ ପେପ୍ସିକୋର ହାତ ଧରିଛି। ଏଥର ଆପଣ ଡମିନୋଜର କୌଣସି ଆଉଟ୍‌ଲେଟ୍‌କୁ ଗଲେ ବୋଧ ହୁଏ ଆଉ କୋକାକୋଲା ବ୍ରାଣ୍ଡର କୌଣସି ମୃଦୁପାନୀୟ ପାଇ ନପାରନ୍ତି। ଏହା ବଦଳରେ ଆପଣଙ୍କୁ ମିଳିବ ପେପ୍‌ସି,ମାଉଣ୍ଟେନ୍‌ ଡ୍ୟୁ, ସେଭେନ ଅପ୍, ମିରିଣ୍ଡା ଇତ୍ୟାଦି।

ଡମିନୋଜ ପିଜ୍ଜା ହେଉଛି ୧୯୬୦ ମସିହାରୁ ଆରମ୍ଭ ହୋଇଥିବା ଆମେରିକାଭିତ୍ତିକ ଏକ ପିଜ୍ଜା ରେସ୍ତୋରାଁ। ଭାରତରେ ଅପରେଶନ ପାଇଁ ନଏଡା ଭିତ୍ତିକ କମ୍ପାନୀ ଜୁବିଲିଆଣ୍ଟ୍ ଫୁଡ୍‌ୱାର୍କ ଏହାର ଫ୍ରାଞ୍ଚାଇଜି ଗ୍ରହଣ କରିଛି।

Advertisment