Advertisment

ଇଡି ଜବତ କଲା ୨୧୮ କୋଟି ମୂଲ୍ୟର ସମ୍ପତ୍ତି

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବୁଧବାର ୨୧୮ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଏଥିରେ ମୂଲ୍ୟବାନ ହୀରା ଗହଣା ଏବଂ ଫ୍ଲାଟ୍‌ ମଧ୍ୟ ରହିଛି। ଏହି ସମ୍ପତ୍ତି ସବୁ ପଞ୍ଜାବ ନ୍ୟାଶନାଲ୍ ବ୍ୟାଙ୍କ(ପିଏନ୍‌ବି)ରୁ ପାଖାପାଖି ୧୪ ହଜାର କୋଟି ଟଙ୍କା ଠକେଇରେ ସାମିଲ ଥିବା କେତେଜଣ ବ୍ୟବସାୟୀଙ୍କର ବୋଲି ଇଡି ପ୍ରକାଶ କରିଛି।  ସେଥିରେ ଗୀତାଞ୍ଜଳି ଜେମ୍ସର ମୁଖ୍ୟ ମେହୁଲ ଚୋକ୍‌ସି ଏବଂ ମୁଖ୍ୟ ଅଭିଯୁକ୍ତ ନିରବ ମୋଦିଙ୍କ ସମ୍ପର୍କୀୟ ମିହିର ବଂଶାଲି ନାମକ ଜଣେ […]

ଇଡି ଜବତ କଲା ୨୧୮ କୋଟି ମୂଲ୍ୟର ସମ୍ପତ୍ତି

mehulc-kK8E--621x414@LiveMi

Advertisment
ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବୁଧବାର ୨୧୮ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଏଥିରେ ମୂଲ୍ୟବାନ ହୀରା ଗହଣା ଏବଂ ଫ୍ଲାଟ୍‌ ମଧ୍ୟ ରହିଛି। ଏହି ସମ୍ପତ୍ତି ସବୁ ପଞ୍ଜାବ ନ୍ୟାଶନାଲ୍ ବ୍ୟାଙ୍କ(ପିଏନ୍‌ବି)ରୁ ପାଖାପାଖି ୧୪ ହଜାର କୋଟି ଟଙ୍କା ଠକେଇରେ ସାମିଲ ଥିବା କେତେଜଣ ବ୍ୟବସାୟୀଙ୍କର ବୋଲି ଇଡି ପ୍ରକାଶ କରିଛି। 
Advertisment
ସେଥିରେ ଗୀତାଞ୍ଜଳି ଜେମ୍ସର ମୁଖ୍ୟ ମେହୁଲ ଚୋକ୍‌ସି ଏବଂ ମୁଖ୍ୟ ଅଭିଯୁକ୍ତ ନିରବ ମୋଦିଙ୍କ ସମ୍ପର୍କୀୟ ମିହିର ବଂଶାଲି ନାମକ ଜଣେ ବ୍ୟବସାୟୀ ସାମିଲ୍ ଅଛନ୍ତି।
ସୂଚନା ଅନୁସାରେ ଏହି ବଂଶାଲି ନାମକ ବ୍ୟକ୍ତି ଜଣକ ଚୋକ୍‌ସୀଙ୍କୁ ଜାଲ୍ ଲେଟର ଅଫ୍ ଅଣ୍ଡରଟେକିଂ ହାତେଇବାରେ ସାହାଯ୍ୟ କରିଥିଲେ।
Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe