Advertisment

ଭାରତ ବୁଣିବ  5G  ଜାଲ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଇଣ୍ଟରନେଟ୍‌ର ବୁଢ଼ିଆଣି ଜାଲରେ ଛନ୍ଦି ହୋଇଛି ମଣିଷ। 2G, 3G ପରେ ଏବେ  ଚାଲିଛି 4Gର ଯୁଗ। ସମସ୍ତଙ୍କୁ  ଦରକାର ହେଉଛି ହାଇସ୍ପିଡ୍‌ ଇଣ୍ଟରନେଟ୍। ଅଦୃଶ୍ୟରେ ଏତେ ମାତ୍ରାରେ ସେଠି ଟ୍ରାଫିକ୍‌ ଜାମ୍‌ ହେଲାଣି ଯେ ଲୋକେ ଅଣନିଶ୍ୱାସୀ ହୋଇଗଲେଣି। ତଥାପି ଆହୁରି ଦ୍ରୁତ ବେଗରେ ଧାଇଁବାକୁ ଚାହୁଁଛି ଆଜିର ମଣିଷ। ଏଭଳି ସ୍ଥଳେ ଟେଲିକମ୍‌ ‍କ୍ଷେତ୍ରରେ ପତିଆରା ସୃଷ୍ଟି କରିଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି, ୨୦୨୦ ବେଳକୁ ସାରା […]

ଅଦ୍ୟତନ ହୋଇଛି
ଭାରତ ବୁଣିବ  5G  ଜାଲ

mukesh

Advertisment

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଇଣ୍ଟରନେଟ୍‌ର ବୁଢ଼ିଆଣି ଜାଲରେ ଛନ୍ଦି ହୋଇଛି ମଣିଷ। 2G, 3G ପରେ ଏବେ  ଚାଲିଛି 4Gର ଯୁଗ। ସମସ୍ତଙ୍କୁ  ଦରକାର ହେଉଛି ହାଇସ୍ପିଡ୍‌ ଇଣ୍ଟରନେଟ୍। ଅଦୃଶ୍ୟରେ ଏତେ ମାତ୍ରାରେ ସେଠି ଟ୍ରାଫିକ୍‌ ଜାମ୍‌ ହେଲାଣି ଯେ ଲୋକେ ଅଣନିଶ୍ୱାସୀ ହୋଇଗଲେଣି।

Advertisment

ତଥାପି ଆହୁରି ଦ୍ରୁତ ବେଗରେ ଧାଇଁବାକୁ ଚାହୁଁଛି ଆଜିର ମଣିଷ। ଏଭଳି ସ୍ଥଳେ ଟେଲିକମ୍‌ ‍କ୍ଷେତ୍ରରେ ପତିଆରା ସୃଷ୍ଟି କରିଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି, ୨୦୨୦ ବେଳକୁ ସାରା ଦେଶ ୪ଜି ଇଣ୍ଟରନେଟ୍ ଜାଲରେ ଛାଇ ହୋଇଯିବ। ଏହା ପରେ ଦେଶ 5G ଜାଲ ବୁଣିବାକୁ ପ୍ରସ୍ତୁତ ହେବ।

ମୋବାଇଲ୍‌ ବ୍ରଡ୍‌ବ୍ୟାଣ୍ଡ୍‌ ସଂପ୍ରସାରଣ କ୍ଷେତ୍ରରେ ଭାରତ ଦିନେ ବିଶ୍ୱରେ ୧୫୫ ନମ୍ବର ସ୍ଥାନରେ ଥିବା  ବେଳେ ଆଜି ମୋବାଇଲ୍ ଡାଟା ଖର୍ଚ୍ଚରେ ବିଶ୍ୱରେ ୧ ନମ୍ବର ସ୍ଥାନରେ ପହଞ୍ଚିଛି। ଏହା ପୁଣି ମାତ୍ର ୨ ମାସ ମଧ୍ୟରେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe