Advertisment

ରିଲାଏନ୍ସ ଜିଓର ଏକ୍ସକ୍ଲୁସିଭ୍‌ ଅଫର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରିଲାଏନ୍ସ ଜିଓ ନେଟ୍‌ୱର୍କ ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ କମ୍ପାନୀ ଆଣିଛି ଏକ୍ସକ୍ଲୁସିଭ୍‌ ଅଫର। ନିକଟରେ ବଜାରକୁ ଆସିଥିବା ସାମ୍‌ସଙ୍ଗର ଆକର୍ଷଣୀୟ ସ୍ମାର୍ଟଫୋନ୍‌ ଗାଲାକ୍ସି ଏମ୍‌୨୦ ଏବଂ ଗାଲାକ୍ସି ଏମ୍‌ ୧୦ କୁ କେବଳ ଜିଓ ଉପଭୋକ୍ତାଙ୍କୁ ସ୍ପେସିଆଲ୍‌ ଅଫ୍‌ର୍‌ରେ ବିକ୍ରି କରାଯିବ। କମ୍ପାନୀ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୨୨ ତାରିଖ ଦିନ ୧୨ ଟାରୁ ଗୋଟେ ମଧ୍ୟରେ ଯେଉଁ ଜିଓ ଉପଭୋକ୍ତା ଏହି ଦୁଇ ଫୋନ୍‌ କ୍ରୟ କରିବେ ସେମାନଙ୍କୁ ଜିଓ […]

ରିଲାଏନ୍ସ ଜିଓର ଏକ୍ସକ୍ଲୁସିଭ୍‌ ଅଫର

jio

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରିଲାଏନ୍ସ ଜିଓ ନେଟ୍‌ୱର୍କ ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ କମ୍ପାନୀ ଆଣିଛି ଏକ୍ସକ୍ଲୁସିଭ୍‌ ଅଫର। ନିକଟରେ ବଜାରକୁ ଆସିଥିବା ସାମ୍‌ସଙ୍ଗର ଆକର୍ଷଣୀୟ ସ୍ମାର୍ଟଫୋନ୍‌ ଗାଲାକ୍ସି ଏମ୍‌୨୦ ଏବଂ ଗାଲାକ୍ସି ଏମ୍‌ ୧୦ କୁ କେବଳ ଜିଓ ଉପଭୋକ୍ତାଙ୍କୁ ସ୍ପେସିଆଲ୍‌ ଅଫ୍‌ର୍‌ରେ ବିକ୍ରି କରାଯିବ।

Advertisment

କମ୍ପାନୀ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୨୨ ତାରିଖ ଦିନ ୧୨ ଟାରୁ ଗୋଟେ ମଧ୍ୟରେ ଯେଉଁ ଜିଓ ଉପଭୋକ୍ତା ଏହି ଦୁଇ ଫୋନ୍‌ କ୍ରୟ କରିବେ ସେମାନଙ୍କୁ ଜିଓ ଡବଲ୍‌ ଡାଟା ଅଫର୍‌ ପ୍ରଦାନ କରାଯିବ। ଫଳରେ ଗ୍ରାହକ ପ୍ରାୟ ୩୧୧୦ ଟଙ୍କା ସଞ୍ଚୟ କରିପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe