ମାନିଲା ଫେସ୍‌ବୁକ୍, ୨ କୋଟି ୯୦ ଲକ୍ଷ ୟୁଜରଙ୍କ ତଥ୍ୟ ଚୋରି ହୋଇଛି

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର) ଫେସ୍‌ବୁକ୍‌ରେ ଫଟୋ ପୋଷ୍ଟ କର। ଲାଇକ୍, ଶେୟାର ଆଉ କମେଣ୍ଟ୍ କୁ ଚାତକ ପରି ଚାହିଁ ଥାଅ। ରାତିରେ ଫଟୋ ଅପଲୋଡ୍ କରିଥିଲେ ସକାଳୁ କେତେ ଜଣ ରିଆକ୍ଟ କଲେ ଗୋଟି ଗୋଟି କରି ଦେଖ। କିଏ କିଭଳି କମେଣ୍ଟ୍ ଦେଲା ତାକୁ ନେଇ ମନେ ମନେ ହସ ଆଉ ପୁଣି ନିଜେ ତାର ପ୍ରତ୍ୟୁତ୍ତର ଦିଅ। ଏସବୁ ଗୋଟେ ନିଶାରେ ପରିଣତ ହେଲାଣି। ଫେସ୍‌ବୁକ୍ ୟୁଜରଙ୍କ ମଧ୍ୟରେ ବୋଧେ ବହୁତ୍ କମ୍ […]

Abinash Pati
  • Published: Saturday, 13 October 2018
  • Updated: 13 October 2018, 06:08 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର) ଫେସ୍‌ବୁକ୍‌ରେ ଫଟୋ ପୋଷ୍ଟ କର। ଲାଇକ୍, ଶେୟାର ଆଉ କମେଣ୍ଟ୍ କୁ ଚାତକ ପରି ଚାହିଁ ଥାଅ। ରାତିରେ ଫଟୋ ଅପଲୋଡ୍ କରିଥିଲେ ସକାଳୁ କେତେ ଜଣ ରିଆକ୍ଟ କଲେ ଗୋଟି ଗୋଟି କରି ଦେଖ। କିଏ କିଭଳି କମେଣ୍ଟ୍ ଦେଲା ତାକୁ ନେଇ ମନେ ମନେ ହସ ଆଉ ପୁଣି ନିଜେ ତାର ପ୍ରତ୍ୟୁତ୍ତର ଦିଅ। ଏସବୁ ଗୋଟେ ନିଶାରେ ପରିଣତ ହେଲାଣି। ଫେସ୍‌ବୁକ୍ ୟୁଜରଙ୍କ ମଧ୍ୟରେ ବୋଧେ ବହୁତ୍ କମ୍ ଲୋକ ଥିବେ ଯେଉଁମାନେ କି ଦିନଟିଏ ବିଲ୍‌କୁଲ୍ ଆକାଉଣ୍ଟ୍ ଖୋଲୁ ନଥିବେ।

କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ପ୍ରାୟ ୨ କୋଟି ୯୦ ଲକ୍ଷ ଫେସ୍‌ବୁକ୍ ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ହୋଇଛି। ଗତ ମାସ ଶେଷ ଆଡ଼କୁ ଏଭଳି ଘଟଣା ଘଟିଥିବା ବେଳେ ଏହାକୁ ନେଇ ଗଣମାଧ୍ୟମରେ ସେତେଟା ଚର୍ଚ୍ଚା ହୋଇ ନାହିଁ। କିନ୍ତୁ ଶୁକ୍ରବାର ନିଜେ ଫେସ୍‌ବୁକ୍ ଏହି ତଥ୍ୟ ଚୋରି ଘଟଣାକୁ ସ୍ୱୀକାର କରିଛି।

ଗୋଟେ ପଟେ ତଥ୍ୟ ଚୋରି ହୋଇଛି ବୋଲି ଫେସ୍‌ବୁକ୍ ମାନି ଯାଇଥିଲେ ମଧ୍ୟ ନିଜକୁ ବଞ୍ଚାଇବାକୁ ଯାଇ କହିଛି ଯେ, କେବଳ ଜନ୍ମ ତାରିଖ, ଶିକ୍ଷାଗତ ଯୋଗ୍ୟତା ଏବଂ ଫ୍ରେଣ୍ଡ୍ ଲିଷ୍ଟ୍ ସମ୍ପର୍କିତ ତଥ୍ୟ ଚୋରି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story